ବସ୍ ଧକ୍କାରେ ଦୁଇ ମୃତ

Spread the love

ବାରିପଦା ୨୭/୯ (ସନ୍ଧାନ ନ୍ୟୁଜ/ ଲିଙ୍ଗରାଜ ପଣ୍ଡା): ବାରିପଦା ସହର ଉପଖଣ୍ଡ ମଞ୍ଚାବନ୍ଧା ନିକଟରେ ଆଜି ଏକ ମର୍ମନ୍ତୁଦ ରାସ୍ତା ଦୁର୍ଘଟଣା ଘଟି ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁରୁ ଶ୍ରମିକଙ୍କୁ ନେବା ଲାଗି ଆସିଥିବା ଏକ ବସ୍ ମଞ୍ଚାବନ୍ଧା ନିକଟରେ ଦୁଇ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା । ଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା । ଦୁହିଁଙ୍କ ଘର ବେତନଟୀ ମନିଜପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ପୁଲିସ୍ ବସ୍ ଚାଳକକୁ ଅଟକ ରଖୁ ଶବ ବ୍ୟବଚ୍ଛେଦ ଲାଗି ପଠେଇଛି ।

Related Posts

About The Author

Add Comment