ବଲାଙ୍ଗୀର: ବନ୍ଧୁକ ମୁନ୍‌ରେ ଆନ୍ଧ୍ର ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୧୯ ଲକ୍ଷ ଲୁଟି ନେଲେ ଦୁବୃର୍ତ୍ତ

Spread the love

ବଲାଙ୍ଗୀର,୧୧/୯ (ସନ୍ଧାନ ନିୟୁଜ) : ଦୁର୍ବୃତ୍ତମାନେ ମଙ୍ଗଳବାର ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ଦେଖାଇ ୧୯ ଲକ୍ଷ ଟଙ୍କା ଲୁଟ କରିଛନ୍ତି। ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାର ବଡ଼ବନ୍ଧ ଆନ୍ଧ୍ର ବ୍ୟାଙ୍କ ଶାଖାର କର୍ମଚାରୀଙ୍କ ଠାରୁ ଦୁବୃତ୍ତମାନେ ଏହି ଲୁଟ୍‌ କରିଛନ୍ତି। ପୂର୍ବ ଯୋଜନା ମୁତାବକ ଦୁର୍ବୃତ୍ତମାନେ ଦେଓଗାଁ ନିକଟସ୍ଥ ବଙ୍ଗଳା ଛକରେ ଗୁଳି ଫୁଟାଇ ଲୁଟ କରିଥିଲେ। ସେମାନେ ୧୯ ଲକ୍ଷ ଟଙ୍କା ଲୁଟ୍‌ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଲୁଟ୍‌ ପରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରି ଦେଇଛି।

Related Posts

About The Author

Add Comment