ବଲାଙ୍ଗୀର ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ

Spread the love

ବଲାଙ୍ଗୀର, 21.01.2021(ସନ୍ଧାନ ନିଉଜ୍):-  ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ବଲାଙ୍ଗୀର ଗସ୍ତ କରିଛନ୍ତି ଅସିତ ତ୍ରିପାଠୀ । ବରଗଡ଼ରୁ ବଲାଙ୍ଗୀର ଗସ୍ତରେ ଯାଇଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ । ଜିଲ୍ଲାପାଳଙ୍କୁ ସମ୍ମିଳନୀ କକ୍ଷରେ ଏକ ଜରୁରୀ ସମୀକ୍ଷା ବୈଠକରେ ସେ ଯୋଗଦେଇଛନ୍ତି । ବିଭିନ୍ନ ବିଭାଗର ବହୁ ଅଧିକାରୀ ସମ୍ମିଳନୀରେ ସାମିଲ ହୋଇଛନ୍ତି । ଜିଲ୍ଲାର ବିଭିନ୍ନ ବିକାଶ ମୂଳକ ଯୋଜନାର ସମୀକ୍ଷା କରିଛନ୍ତି ।

 

Related Posts

About The Author

Add Comment