ପ୍ରକାଶ ପାଇଲା +୩ କଟ୍ ଅଫ୍ ମାର୍କ, ୪ରୁ ୭ ତାରିଖ ମଧ୍ୟରେ ନାମ ଲେଖା

Spread the love

 ୪ରୁ ୭ ତାରିଖ ମଧ୍ୟରେ ନାମ ଲେଖା

କଟକ, ୩/୭ (ସନ୍ଧାନ ନିୟୁଜ): ଯୁକ୍ତ ୩ ନାମଲେଖା ପାଇଁ ମଙ୍ଗଳବାର କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ଚଳିତ ବର୍ଷ ନାମଲେଖା ପାଇଁ ମୋଟ ୨ଲକ୍ଷ ୨୧ହଜାର ୨୮୯ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୮୮ ହଜାର ୯୬୦ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। କଳାର ୧ ଲକ୍ଷ ୧୪ ହଜାର ୩୩୧ ଜଣ ଛାତ୍ରଛାତ୍ରୀ, ବାଣିଜ୍ୟରେ ୧୯ହଜାର ୭୫୩ ଜଣ ଛାତ୍ରଛାତ୍ରୀ, ଫିଜିକାଲ ସାଇନ୍ସରେ ୨୯ ହଜାର ୧୩୧ ଜଣ ଛାତ୍ରଛାତ୍ରୀ  ଓ ବାୟୋଲୋଜିକାଲ ସାଇନ୍ସରେ ୨୦ ହଜାର ୩୪୬ ଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। ରାଜ୍ୟର ଅନ୍ୟ କଲେଜ ଅପେକ୍ଷା ବିଜେବି କଲେଜରେ କଟଅଫ୍‌ ମାର୍କ ଅଧିକ ରହିଥିବା ଜଣାପଡିଛି।

Report Prakash Rout Cuttack

Related Posts

About The Author

Add Comment