ପିଂଟୁ ନନ୍ଧକୁ ଗିରଫ ଦାବି; କାଷ୍ଟିଙ୍ଗ କାଉଂଚ ମାମଲା

Spread the love

ଭୂବନେଶ୍ୱର, ୩୦/୦୭ (ସନ୍ଧାନ ନିୟୁଜ) ଓଡିଶାର ଅଭିନେତା ଏବଂ ପାଶ୍ୱ୍ୟ ଅଭିନେତା ଭାବରେ ନାମ କମାଇଥିବା ପିଂଟୁ ନନ୍ଦକୁ ଗିରଫ ଦାବି ଉଠିଲା । ପିଂଟୁ ନନ୍ଦ ଅସଆୟତାର ସୁଯୋଗ ନେଇ କରୋନା ସମୟରେ ପେଟ ପୋଷିବା ଆସାରେ ଯାଇଥିବା କଟକ ବୟାଳିଷମୈଜାର ଜୌନିକ ଯୁବତୀଙ୍କ ତାଙ୍କ ସହିତ ରାତି କଟାଇବା ସହିତ କମ୍ପରମାଇଜ କରିବାକୁ କହି ହୋଟେଲ ଅର୍ଣ୍ଣପୂର୍ଣ୍ଣାରେ ଅଟକ ରଖିଥିଲା । ତେଣୁ ଏଭଳି ମହାମାରୀ ସମୟରେ ତାଙ୍କ ନାମରେ ଆସିଥିବା ଏଭଳି ସଙ୍ଗୀନ ଅଭିଯୋଗକୁ ତୁରନ୍ତ ପୋଲିସ ଅନୁସନ୍ଧାନ କରି ତାଙ୍କୁ ଗିରଫ କରିବାକୁ ଦାବି କରାଯାଇଛି । ସମାଜିକ ଅନୁଷ୍ଠାନ ସିଡ୍ ଏଭଳି କାରଣ ପାଇଁ ଶ୍ରୀ ନନ୍ଦ ଏବଂ ତାଙ୍କର ସହଯୋଗୀ ମାନସଙ୍କୁ ତରନ୍ତ ଗିରଫ କରିବାକୁ ଦାବି କରିବା ସହିତ ପୋଲିସ କମିଶନରଙ୍କୁ ଟୁଇଟ୍ କରିଛନ୍ତି ।

Related Posts

About The Author

Add Comment