ପାକିସ୍ଥାନ ହେଲା ଦୁଇ ଫାଳ, ପାକିସ୍ତାନ ଚିନ୍ତାରେ

Spread the love

ତା:୧୮/୫/୨୦୨୫(ସନ୍ଧାନ ନ୍ୟୁଜ) ପାକିସ୍ତାନ କୁ ଲାଗିଛି ଏକ ବଡ ଝଟକା ।ଅପରେସନ ସିନ୍ଦୁର ର ସଫାଲ୍ୟ ଚିତ୍ର ଆସିବା ପରେ ବାଳୁଚିସ୍ଥାନ ନିଜକୁ ସ୍ଵତନ୍ତ୍ର ଭାବରେ ଘୋଷଣା କରିବାର କଥା ସାମ୍ନା କୁ ଆସିଛି । ଏହି କଥା ଆଜିର ନୁହେଁ ବିଗତ ଏକ ଦଶଂଧି ଧରି ଲାଗି ରହିଥିଲା ଏହି ବିଷୟ । ଅପରେସନ ସିନ୍ଦୁର ର ପରେପରେ ପାକିସ୍ତାନ ଅସ୍ତ୍ ବ୍ୟସ୍ତ ଥିବା ବେଳେ ନିଜକୁ ବାଲୁଚିସ୍ଥାନ ସ୍ଵତନ୍ତ୍ର ଘୋଷଣା କରିଥିବା ଜଣାପଡିଛି । ବଳୁଚିସ୍ଥାନର ମିର ଇଆଜ ବଲୁଜ ଏକ ବିଜ୍ଞପ୍ତି ଜାରି କରିଥିବା ଜଣାପଡିଛି । ଏହି ବିଜ୍ଞପ୍ତି ରେ ଆମେ ଏବେ ସ୍ଵାଧୀନ ଓ ଆମେ ଏବେ ପାକିସ୍ତାନ ଅନ୍ତଭୁକ୍ତ ନାହିଁ ବୋଲି ଟିୱିଟ କରି ଘୋଷଣା କରିଛନ୍ତି ।ଏହା ବ୍ୟକ୍ତ କରିବାକୁ ସେ ସାଧାରଣ ଜନତାଙ୍କୁ ନିବେଦନ କରୁଥିବା ଜଣାପଡିଛି । କଣ କରିବ ପାକିସ୍ତାନ ତାହା ଏକ ଚିନ୍ତାର ବିଷୟ ପାଲଟିଛି ।

Related Posts

About The Author

Add Comment