ନାବାଳିକା ମାଓବାଦୀର ଆତ୍ମସମର୍ପଣ

Spread the love

ଭୁବନେଶ୍ୱର, ୩/୧/୨୦୨୦ (ସନ୍ଧାନ ନିଉଜ) : ଘୁମୁସର ନାଗାବଳି ଓ ବଂଶଧର ନାଗବଳି (ବିଜିଏନ) ଡିଭିଜନର ଜଣେ ନାବାଳିକା ମାଓବାଦୀ କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।ନାବାଳିକା ମାଓବାଦୀ ଜଣଙ୍କ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ଗୁଡାରୀ ଗ୍ରାମର ବୋଲି ଜଣାପଡ଼ିଛି।ପୂର୍ବରୁ ସଂପୃକ୍ତ ମାଓବାଦୀ ଜଣଙ୍କ ଅନେକ ମାଓବାଦୀ ହିଂସା ଘଟଣାରେ ସଂପୃକ୍ତ ଥିଲେ।

Related Posts

About The Author

Add Comment