ନବରଙ୍ଗପୁର (ସନ୍ଧାନ ନିୟୁଜ) : ଲ୍ୟାମ୍ପସ୍ ର ପରିଚାଳନା ନିଦେର୍ଶକ ନିଳମ୍ବର ସତପଥୀଙ୍କ ଆଜି ଭିଜିଲାନ୍ସ ପକ୍ଷରୁ ଚଢଉ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ସରକାରୀ କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଏକା କାଳୀନ ଚଢଉ ଜାରି ରହିଛି । ତାଙ୍କ ପୈତୃକ ବାସଭବନ ସମେତ ଉମରକୋଟ ହାତପଡାରେ ଥିବା ଦୁଇ ମହଲା କୋଠା ଘର, ଲୁନିଆ ଯୋଡିରେ ଭଡା ଲାଗିଥିବା ଦୁଇ ମହଲା କୋଠା ଘର, ଗୁଲି ପାଟଣରେ ଥିବା ଘର ଏବଂ ସମ୍ପକୀୟଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି ।
ତାଜା ଖବର
- ଓଡ଼ିଶା ବନ୍ଦ ଯୋଗୁଁ ଦିନକରେ ୧୫୦୦କୋଟି କ୍ଷତି ସହିଲେ ସାଧାରଣ ଜନତା
- ସବଡେଗା ଓଡ଼ିଶା ବନ୍ଦ ଡାକରା ସଫଳ
- ଦଇବ ସାଧିଲା ଦାଉ ଯୁବ ବ୍ୟାଙ୍କ କର୍ମଚାରୀ ଙ୍କ ଅକାଳ ମୃତ୍ୟୁ। ପୁରୁଷ ଶୂନ୍ୟ ହେଲା ପରିବାର।
- ଉମେଶ ଜେନା ନେତୃତ୍ୱରେ ବିଜେଡ଼ି ସରପଂଚ ବିଜେପି ମିଶିଲେ
- ବୋଲବମ ଭକ୍ତମାନେ ଶ୍ରାବଣୀ ଭାର ନେଇ ଶିବାଳୟକୁ ଗଲେ
- ବ୍ରହ୍ମବରଦା ପ୍ରେସକ୍ଲବ ଆନୁକୁଲ୍ୟରେ ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଟିତ
- କନ୍ଧମାଳରେ କଳାହାଣ୍ଡି ପୋଲିସକୁ ମାଡ଼ ମାରିବା ଘଟଣାରେ ୨ ଗିରଫ
- ଓଡ଼ିଶା କଂଗ୍ରେସ ସହିତ ବାମପନ୍ଥୀ ଙ୍କ ଆସନ୍ତାକାଲି ରାଜ୍ୟବ୍ୟାପୀ ବନ୍ଦ ଡାକରା
- ଶ୍ରାବଣ ମାସ ପ୍ରଥମ ସୋମବାର, ଭକ୍ତଙ୍କ ହେବ ମନସକାମନା ପୂର୍ଣ୍ଣ
- କ୍ରିକେଟ ଇତିହାସରେ ନୂଆ ନାମ,ବୈଭବ ସୂର୍ଯ୍ୟବଂଶୀ ରଚିଲେ ଇତିହାସ