ନଦୀକୁ ଖସି ପଡ଼ିଲା ଗାଡ଼ି

Spread the love

ଚମୋଲି, ୧୩/୧୦ (ସନ୍ଧାନ ନିଉଜ) : ଉତ୍ତରାଖଣ୍ଡରେ ରବିବାର ସନ୍ଧ୍ୟାରେ ଏକ ଭୟାବହ ଦୁର୍ଘଟଣାର ଦୃଶ୍ୟ ସାମ୍ନାକୁ ଆସିଛି। ଉତ୍ତରଖଣ୍ଡର ଚମୋଲିରେ ଏକ ଗାଡ଼ି କୌଣସି କାରଣବଶତଃ କେଲ ନଦୀରେ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏହି ଦୁର୍ଘଟଣା କିପରି ଘଟିଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରି ନଥିଲା। ବର୍ତ୍ତମାନ ଦୁର୍ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି।

Related Posts

About The Author

Add Comment