ଧର୍ମଶାଳା: ଗୋଡିପାଟିଆ ଗ୍ରାମରେ କ୍ୟାଣ୍ଡେଲ ଶୋଭାଯାତ୍ରା

Spread the love
  • 57
  •  
  •  
  •  
  •  
    57
    Shares

ଧର୍ମଶାଳା, ୧୯/୨ (ସନ୍ଧାନ ନିଉଜ) ଦେଶପ୍ରେମର ଆବେଗରେ ଗୋଡିପାଟିଆ ଗ୍ରାମରେ କ୍ୟାଣ୍ଡେଲ ଶୋଭାଯାତ୍ରା, ଲାଭ ଓ ଲୋଭରେ ମତୁଆଲା ମଣିଷ ଅନେକ ସମୟରେ ମା, ମାଟିର ଡାକ ତଥା ଦେଶପ୍ରେମକୁ ଭୁଲିଯାଏ ବୋଲି ଅଭିଯୋଗ ହୋଇଥାଏ । ହେଲେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଗୋଡିପାଟିଆ ଗାଁ ର ଯୁବଛାତ୍ରମାନେ ଦେଶପ୍ରେମର ଭାବନା ଓ ଆତ୍ମିୟତାକୁ ସୋମବାର ପ୍ରଦର୍ଶନ କରିଛନ୍ତି । ଶତାଧିକ ସଂଖ୍ୟାରେ ପାକିସ୍ଥାନ ସନ୍ତ୍ରାସବାଦଙ୍କ ବର୍ବରଚିତ ପାଶବିକତାପୂର୍ଣ୍ଣ କାର୍ଯ୍ୟ ବିରୋଧରେ ଗ୍ରାମରେ କ୍ୟାଣ୍ଡଲ ଶୋଭାଯାତ୍ରା କରିବା ସହ ଆତଙ୍କବାଦ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।

Report- Kulamani Pradhan, Dharmasala

  • 57
    Shares

Related Posts

About The Author

Add Comment