ଧର୍ମପ୍ରାଣ ମହିଳାଙ୍କ ପରଲୋକ

ଚଣ୍ଡିଖୋଲ, ୨୪/୨/୨୦ (ସନ୍ଧାନ ନିଉଜ) : ଚଣ୍ଡିଖୋଲ ସନ୍ନିକଟ କ୍ଷେତ୍ରପାଳ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଶୋକ କୁମାର ସାହୁଙ୍କ ମାତା ମାଳତୀ ସାହୁ (୮୮)ଙ୍କର ଆଜି ନିଜ ବାସ ଭବନରେ ପରଲୋକ ଘଟିଛନ୍ତି । ସ୍ୱର୍ଗତା ମାଳତୀ ଜଣେ ଧର୍ମପ୍ରାଣା ମିଷ୍ଠଭାଷୀ ପରୋପକାରୀ ମହିଳା ଥିଲେ । ତାଙ୍କ ମୃତ୍ୟୁରେ ବଡ଼ଚଣା ଓ ଧର୍ମଶାଳା ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କ ଶବକୁ ଗ୍ରାମ ସ୍ମଶାନରେ ସକ୍ରାର କରାଯାଇଥିଲା । ଏକ ମାତ୍ର ପୁତ୍ର ଅଶୋକ ମୁଖାଗ୍ନି ଦେଇଥିଲେ ।

Related Posts

About The Author

Add Comment