ନବରଙ୍ଗପୁର,୧୫ /୧୨ (ସନ୍ଧାନ ନିୟୁଜ) : ନବରଙ୍ଗପୁର ଜିଲ୍ଲାର ସୀମାନ୍ତରେ ଥିବା ଆମ୍ୱପାଣି ଘାଟି ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ହୀରା ଦିଶାରୀ (୪୮) ଓ ମଧୁ ମାଝୀ (୪୦)। ସେମାନଙ୍କ ଘର କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ଅନ୍ତର୍ଗତ ପରଜାନାଗଫେଣୀ ଗାଁରେ। ସେମାନେ ଦୁଇ ଜଣ ସାଙ୍ଗ ଥିଲେ। ଆଜି ସକାଳେ ସେମାନେ ଘରକୁ ଫେରୁଥିବା ବେଳେ ହଠାତ୍ ଆମ୍ୱପାଣି ଘାଟି ନିକଟରେ ସେମାନଙ୍କ ବାଇକ୍ ଭାରସାମ୍ୟ ହରାଇଥିଲା ଓ ସେମାନେ ତଳେ ପଡ଼ି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ହୀରାଙ୍କର ମୃତ୍ୟୁ ଘଟିଥିଲା।
ତାଜା ଖବର
- ଯାଜପୁରରେ ବୈତରଣୀ ନଦୀରେ ବିପଦ ସଙ୍କେତ ଟପିଲା ଜଳସ୍ତର: ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ପରଖିଲେ ଜିଲ୍ଲାପାଳ
- ଦୁଇ ଦିନ ପରେ ଭସମା ପୋଲିସ ଗାଙ୍ଗପୁର ଗେଟ ନିକଟ ବିଲରୁ ଗଳିତ ଶବ ଉଦ୍ଧାର
- ଜିଲ୍ଲା ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳିତ
- ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଯାଜପୁର ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
- ଉପଖଣ୍ଡ ବରିଷ୍ଠ ନାଗରିକ ସଂଘ ତରଫରୁ ସ୍ଵଧାନତା ଦିବସ ପାଳିତ
- ସୁନ୍ଦରଗଡ଼ ଜିଲ୍ଲାର କାହ୍ନାକୁଣ୍ଡ ପର୍ଯ୍ୟଟନସ୍ଥଳୀ କୁ ମିଳିଲା ୧୯ କୋଟି ଅନୁଦାନ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ରକ୍ତଦାନରେ ଜୀବନର ସ୍ପନ୍ଦନ, ଅଙ୍ଗଦାନରେ ମାନବିକତାର ଅମର ସନ୍ଦେଶ
- ସ୍ୱାଧୀନତା ଦିବସ ଅବସରରେ ସବଡେଗା ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା
- ମାଇଁ ଭାରତ ଯାଜପୁରପକ୍ଷରୁ ଜିଲ୍ଲାରେ ସ୍ୱଚ୍ଛତା ପଖବାଡ଼ା(SwachhataPakhwada)କାର୍ଯ୍ଯ



