ଦୀର୍ଘ ୪ମାସ ଆଇନର ଲଢେଇ ପରେ ଶିଶୁପୁତ୍ରକୁ ଫେରି ପାଇଲେ ଦମ୍ପତି

Spread the love

ବାରିପଦା, ୧୧/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା)-ଜନ୍ମିତ ଶିଶୁପୁତ୍ର ଦୀର୍ଘ ୪ ମାସ ପରେ ମା’ ଓ ବାପାଙ୍କ କୋଳକୁ ଫେରିବା ନେଇ ଆଜି ଅକ ସବୁକି ଏଠାରୁ ୪ କିଲୋମିଟର ଦୂର ଶାମାଖୁଣ୍ଟା ପରି ଚୁକ ପୋଡାସ୍ତିଆର ଦାଡଦୁଡ ଗ୍ରାମର ଡିବିବ ରେଙ୍ଗେଟଲା ସାହିରେ ଖୁସିର ମାହୋଲ ଦେକୁ ମିଳିଛି । ଖୁସିରେ ବିଭୋର ତାସ କୌଣ ଥିବା ରାଜମିସ୍ତ୍ରୀ କାମ ସହ ଚାଷବାସ କରି ରାଜ୍ୟ ନିଜ ଜୀବିକା ନିର୍ବାହ କରୁଥିବା ସେ ପାଇଁ ବ୍ରଜମୋହନ ସିଂ ଓ ତାଙ୍କ ପତ୍ନୀ ରଇବାରୀ ବ୍ରଜ ସିଂ ଉଭୟେ ଦୀର୍ଘ ୪ ମାସର ସଂଘର୍ଷ ଶିଶୁ  ନେଇ ଦିବାରାତ୍ର କୁଝୁଥିବା ସମସ୍ୟା ହସ୍ପିଟ ଆଡି ସଂପର୍କରେ କୌଣସି ମତାମତ ଦେଇ ନ ଅନ୍ୟ ବେଣ ଥିଲେ । ତଥାପି ବ୍ରଜମୋହନ ବାରିପଦାର ମଧ୍ୟ ୧ ସିବେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ବ୍ୟବ ଆଶ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗ ସହ ଶେଷ ଏସଏନସିୟୁର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରକାଶ ନେଇ ବର୍ଷିଥିଲେ । ଯଦି ଏଥିରେ ସୁଧାର ଅଣା ନ ଯାଏ, ତାହା ହେଲେ ଆଗାମୀ ଦିନରେ ଶିଶୁ ଅଦଳବଦଳ ଘଟଣା ଭଳି ତାରିଖ ଅବ୍ୟବସ୍ଥା ଜାରି ରହିବ ବୋଲି କ୍ଷୋଭର ପଣ୍ଡିତ ର ସହ “ସମାଜ’କୁ କହିଛନ୍ତି । ଏ ସଂପର୍କରେ ହସ୍ପିଟାଲ ମେଡ଼ିକାଲ କପକ୍ଷଙ୍କ ବିରୋଧରେ କ୍ଷତି ନବଜାତ ଭରଣା ପାଇଁ ମାମଲା ରୁଜୁ କରାଯିବ । ପତ୍ନୀଙ୍କୁ ବୋଲି ବ୍ରଜମୋହନଙ୍କ ଆଡଭୋକେଟ ଶିଶୁକୁ ତାରାକାନ୍ତ ବେହେରାଙ୍କଠାରୁ ପ୍ରକାଶ । କରାଯାଇ ଉଲ୍ଲେଖଯୋଗ୍ୟ ଯେ ଗତ ଅପ୍ରେଲ ୨୮ ତାରିଖରେ ସ୍ଥାନୀୟ ଜିଲାବ୍ଳକର ପେସିଡ଼ ଜନ୍ମିତ ଦୌରାଜଜ୍‌ଙ୍କ ଇଜିଲାସରେ ଦିଆଯାଇଥିବା ରାୟ ପରେ ଏହି ଶିଶୁ ଅଦଳବଦଳ ଘଟଣାର ପଡିଥିଲା । କାରଣ ଜୀବିତ ଶିଶୁର ଡିଏନ୍ଏ ରିପୋର୍ଟ ବ୍ରଜମୋହନ ଓ  ରଇବାରୀଙ୍କ ସହିତ ମିଶୁଥିବାରୁ ଶିଶୁଟିକୁ  ପିତାମାତାଙ୍କୁ ହସ୍ତାନ୍ତର କରିବା ସକାଶେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁଯାୟୀ ଗତକାଲି ସନ୍ଧ୍ୟାରେ  ବ୍ରଜମୋହନ ଓ ରଇବାରୀଙ୍କୁ ତାଙ୍କର ଶିଶୁପୁତ୍ରକୁ ମେଡିକାଲ କଲେଜ ହସ୍ପିଟାଲରେ ହସ୍ତାନ୍ତର କରାଯାଇଥିଲା । ଅନ୍ୟ ପକ୍ଷରେ ପିଆରଏମ୍ ମେଡିକାଲରେ ପଦାର ମଧ୍ୟ ସଂରକ୍ଷିତ ହୋଇ ରହିଥିବା ମୃତଶିଶୁର ବ୍ୟବଚ୍ଛେଦ ପରେ ପ୍ରଶାସନ ପକ୍ଷରୁ ତାର ଶେଷକୃତ୍ୟ ସଂପନ୍ନ କରାଯାଇଥିବା ପ୍ରକାଶ । ପ୍ରକାଶ ଯେ ବ୍ରଜମୋହନ  ସିଂଙ୍କ ପତ୍ନୀ ରଇବାରୀ ସିଂଙ୍କ ଗତ ମେ ୪ ତାରିଖରେ ଗର୍ଭ ଯନ୍ତ୍ରଣା ହେବାରୁ ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ନବଜାତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ପତ୍ନୀଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନ ଥିବାରୁ ଶିଶୁ ଶିଶୁକୁ ଏସଏନସିୟୁରେ ଭର୍ତ୍ତିଶିଶୁ କରାଯାଇଥିଲା । ଏହା ପୂର୍ବରୁ ଗତ ମାସ ଅପ୍ରେଲ ୨୬ ତାରିଖରେ ଶାମାଖୁଣ୍ଟା ବ୍ଲକର ପୋଡାଅସ୍ତିଆ ଜାମବଣି ଗ୍ରାମର ।

Related Posts

About The Author

Add Comment