ତଲସରା ଡ୍ୟାମ ରେ ପଡି ବ୍ୟକ୍ତି ଙ୍କ ମୃତ୍ୟୁ

Spread the love

ସୁନ୍ଦରଗଡ଼ ତା:୧୭-୦୯-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଗତ କାଲି ତେନ୍ତୁଳିଝରିଆ ର ଜଣେ ବ୍ୟକ୍ତି ତେନ୍ତୁଳିଝରିଆ ରୁ ତଲସରା ପଟ କୁ ସାଇକେଲ ରେ ଆସୁଥିବା ବେଳେ ତଲସରା ଡ୍ୟାମ ପାଖରେ ଭାରସାମ୍ୟ ହରାଇ ଡ୍ୟାମ ରେ ପଡି ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି l ସୂଚନା ଅନୁସାରେ ତେନ୍ତୁଳି ଝରିଆ ର ଭୁଲାନନ୍ଦ ଖୁଣ୍ଟିଆ (୭୦)ସାଇକେଲ ଯୋଗେ ତେନ୍ତୁଳିଝରିଆ ରୁ ତଲସରା କୁ ଆସୁଥିବା ବେଳେ ତଲସରା ଡ୍ୟାମ ପାଖରେ ଭାରସାମ୍ୟ ହରାଇ ଡ୍ୟାମ ରେ ପଡି ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି l ଖବର ପାଇ ତଲସରା ପୋଲିସ ସହିତ ଦମକଳ ବାହିନୀ ସେଠାରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଲୟ କୁ ପଠାଇ ଥିଲେ l ଶବ ବ୍ୟବଛେଦ ପରେ ପରିବାର କୁ ଶବ ହସ୍ତାନ୍ତର କରିଥିଲେ l

Related Posts

About The Author

Add Comment