ଠିକା କର୍ମଚାରୀଙ୍କୁ ମିଳିନି ତିନି ମାସର ଦରମା

Spread the love

ବାରିପଦା, 24/11/2020 (ଲିଙ୍ଗରାଜ ପଣ୍ଡା): ନେସ୍କ ଠିକା ସମସ୍ୟା ନେସ୍କ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କର୍ମଚାରୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ କରାଯାଇଥିଲା । ସମସ୍ତ ସମସ୍ୟା ନିର୍ଦ୍ଧାରିତ ସମୟ ବୃଦ୍ଧି ପାଇବାରେ ଲାଗିଛି । ନେସ୍କ ଠିକା ସୀମା ମଧ୍ୟରେ ପୂରଣ ନ ହେଲେ ଠିକା କର୍ମଚାରୀ କର୍ମଚାରୀଙ୍କୁ ତିନିମାସର ଦରମା ପ୍ରଦାନ କରା ମାନଙ୍କ ମଧ୍ୟରେ କୁହୁଳୁଥିବା ଅସନ୍ତୋଷ ଏକ ନ ଗଲେ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଆନ୍ଦୋଳନର ରୂପ ନେବ ବୋଲି ସଂଘ ତରଫରୁ ଚେତାବନୀ ଦେଇଛି । ସୋମବାର ଜିଲ୍ଲାରେ ଥିବା ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ଠିକା ବିଦ୍ୟୁତ ସମସ୍ତ ୩୩/୧୧ କେଭି ସବ୍ ଷ୍ଟେସନର ନେସ୍କୋ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ପାୱାର ଏମ୍ରାଇଜ୍ ୟୁନିୟନର ଠିକା ବିଦ୍ୟୁତ ସାହାଯ୍ୟ କରିଆସୁଥିବା ରାଜସ୍ବ ମନ୍ତ୍ରୀ ସୁଦାମ କର୍ମଚାରୀ ମାନଙ୍କର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ମାରାଣ୍ଡି, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଙ୍କ ଦୃଢ ପଦକ୍ଷେପ ପାଇଁ ସଂଘ ତରଫରୁ କୃତଜ୍ଞତା ସଂଘର ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି । ପ୍ରକାଶ କରାଯାଇଥିଲା । ବୈଠକରେ ସୁଜିତ ସାନନ୍ଦ ମାରାଣ୍ଡି ଯୋଗ ଦେଇଥିବା ବଳେ ସମ୍ମାନିତ । ଯୋଗ ଦେଇଥିଲେ । ବୈଠକରେ ଠିକା ବିଦ୍ୟୁତ ନିଆଯାଇଥିଲା । ତିନିମାସରୁ ଉର୍ଷ ସମୟ ଧରି ନେଇଥିବା ଆଦ୍ୟ ଉର୍ଜା ସଲ୍ୟୁସନ ପ୍ରାଇଭେଟ କୁମାର ଲେଙ୍କା, ଶ୍ୟାମ ସୁନ୍ଦର ପାତ୍ର, ବିଶ୍ୱଜିତ ଅତିଥି ଭାବେ ଜ୍ୟୋତିକୃଷ୍ଣ ବହେରା, ଯୁଗ୍ଧ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଦରମା ନ ମିଳିବା, ୨୦୧୯ ନଭେମ୍ବର ମାସରେ ଲିମିଟେଡ ଏଜେସି ୨ ମାସର ଇପିଏଫ ଓ ବାରିକ, ଅଚ୍ୟୁତ କୁମାର ସାହୁ, ମାନସ ରଞ୍ଜନ ସଂପାଦକ ମାନସ ରଞ୍ଜନ ଶୁଳା, ବାରିପଦା ଗୁରୁତର ସହ ଆଲୋଚନା କରାଯାଇଥିଲା । ଗୋଟିଏ ମାସର ବୋନସ ନ ଦେବା, ସରକାରଙ୍କ ୬ ମାସର ଇଏସଆଇ ଜମା ନ କରିବା, ଶୀର୍ଷା ପାତ୍ର, ପ୍ରଦୀପ କୁମାର ମହାନ୍ତ, ସ୍ଵାଧୀନ କୁମାର ଡିଭିଜନ ସଂପାଦକୁ ଚନ୍ଦନ କୁମାର ମହାନ୍ତି ଓ ଏହି ଅବସରରେ ୯ ଦଫା ଦାବି ସମ୍ବଳିତ ଏକ ଦ୍ଵାରା ବଢିଥିବା ବିଶେଷ ଭତ୍ତା(ଭିଡିଏ) ଷ୍ଟ୍ରକଚରରେ କାମ କରୁଥିବା କର୍ମଚାରୀଙ୍କୁ କମ୍ ମହାନ୍ତ, ହରିହର ମଣ୍ଡଳ, ଚିନ୍ମୟ ବହେରା, । ଡିଭିଜନ ସଂଗଠକ ଦେବାଶିଷ ବହେରା ପ୍ରମୁଖ ଦାବିପତ୍ର ନେସ୍କୋ ଅଧିକାରୀଙ୍କୁ ଦେବାକୁ ନିଷ୍ପତ୍ତି ଦରମାରେ ଲାଗୁ ନ କରିବା, ପୂର୍ବରୁ ଦାୟିତ୍ବ ଦରମା ଦେବା ଓ ଇଏସଆଇ କାର୍ଡ ନ ଦେବା ଆଦି ସୁଧୀର କୁମାର ପାଣି ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

About The Author

Add Comment