ଛତିଆରେ ନାଗସାପ ଓ ସାପଅଣ୍ଡା ଉଦ୍ଧାର

Spread the love
  • 15
    Shares

ଯାଜପୁର  (ସନ୍ଧାନ ନୁ୍ୟଜ୍/ମାନସ କୁମାର ରାଉତ):  ଛତିଆ ପଂଚାୟତ ଏକଡାଳିଆ ଗାଁର ବାବୁଲି ସାମନ୍ତରାୟଙ୍କ ଚାଳଛପର ରୋଷେଇଘର ଭଙ୍ଗାଯିବା ସମୟରେ ଉଦ୍ଧାର ହୋଇଛି ୭ଟି ନାଗଛୁଆ ଓ ସାପ ଅଣ୍ଡା । ସାପଗୁଡିକ ନଜରକୁ ଆସିବା ପରେ ପରିବାର ପକ୍ଷରୁ ସ୍ନେକହେଲ୍ପ ଲାଇନ ସଦସ୍ୟ ଆଶୁତୋଷ ନନ୍ଦ ଓ ଅନୁପମ ସ୍ୱାଇଁଙ୍କୁ ଯୋଗାଯୋଗ କରାଯାଇଥିଲା ।ସେମାନେ ପହଂଚି ସାପସହ କିଛି ଅଣ୍ଡାକୁ ଉଦ୍ଧାର କରିଥିଲେ ।

  • 15
    Shares

Related Posts

About The Author

Add Comment