ଚିଲିକା ଡ଼ଙ୍ଗାବୁଡ଼ି: ଉଦ୍ଧାର କାର୍ଯ୍ୟ ଶେଷ, ୬ ମୃତ ଦେହ ଉଦ୍ଧାର

Spread the love

– ୧୦ ନିଖୋଜ ଙ୍କୁ  ଉଦ୍ଧାର କରାଯାଇ ହହସପିଟାଲ ରେ ଭର୍ତି

– ମୃତକ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା

– ଆହତଙ୍କୁ ମାଗଣା ଚିକିତ୍ସା    

ବାଲୁଗାଁ, ୧୭/୦୬, (ସନ୍ଧାନ ନିୟୁଜ)- ଚିଲିକା ଡ଼ଙ୍ଗା ବୁଡ଼ି ଘଟଣାରେ ୬ଟି ମୃତ ଦେହ ଉଦ୍ଧାର କରାଯାଇଥିବାବେଳେ ୧୦ ନିଖୋଜ ଙ୍କୁ  ଉଦ୍ଧାର କରାଯାଇ ହସପିଟାଲ ରେ ଭର୍ତି କରାଯାଇଛିା ମିଳିଥିବା ସୂଚନା ଅନୁସାରେ ଗତକାଲି ୩ ଟି ମୃତ ଦେହ ଉଦ୍ଧାର କରାଯାଇଥିବାବେଳେ ସନ୍ଧ୍ୟା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ହୋଇ ପାରିନଥିଲା । ଗତକାଲି ଯେଉଁ ୩ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା ସେମାନେ ହେଲେ ପ୍ରମୋଦିନୀ ଦାସ, ତାଙ୍କ ଝିଅ ଶ୍ରଦ୍ଧାଂଜଳି ଓ ସୁଧାଂଶୁ ଦାସ । ତେବେ ନଗଦା ନଗଦି ୩ଜଣ ଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ଖବର ମିଳିଥିଲେ ମଧ୍ୟ ତାଙ୍କ ପରିଚୟ ମିଳିପାରିନାହିଁ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିବାବେଳେ ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ  ମାଗଣାରେ ଚିକିତ୍ସା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି ।

Related Posts

About The Author

Add Comment