ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କର ପରଲୋକ

Spread the love
  •  
  •  
  •  
  •  
  •  

ଯାଜପୁର, ୫/୩/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ବଡ଼ବାଲିକୁଦା ପଞ୍ଚାୟତ ଜନକ ଗ୍ରାମର ପଲ୍ଲୀପ୍ରଭା ବିଦ୍ୟାୟନ ସ୍କୁଲର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବରେ ଚାକିରି କରି ଅବସର ନେଇଥିଲେ । ଏହି ଚତୁର୍ଥ ଶ୍ରେଣୀ କର୍ମଚାରୀ ଏକାଦଶି ଦାସ(୧୦୦) ବର୍ଷ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବରେ ଏହି ବିଦ୍ୟାଳୟରେ ଚାକିରି କରି ଶିକ୍ଷକ ଏବଂ ଅଭିଭାବକ ମାନଙ୍କର ବେଶ ପ୍ରିୟପାତ୍ର ହୋଇପାରିଥିଲେ । ଏହି ମହାନ ବ୍ୟକ୍ତିଙ୍କର ଶହେ ବର୍ଷ ବୟଷରେ ମୃତୁ୍ୟ ଘଟିଥଲା । ଶ୍ରୀ ଦାସଙ୍କ ମୃତୁ୍ୟରେ ବଡ଼ବାଲିକୁଦା ପଞ୍ଚାୟତର ସରପଞ୍ଚ ଗଗନ ବିହାରୀ ସ୍ୱାଇଁ ଦୁଃଖ ପ୍ରକାସ କରିବା ସହିତ ପଲ୍ଲୀପ୍ରଭା ବିଦ୍ୟାୟନର ଶିକ୍ଷକ ଶିକ୍ଷୟତ୍ରୀ ଦୁଃଖ ପ୍ରକାସ କିରିଥିଲେ । ତାଙ୍କ ଆତ୍ମାର ସଦ୍ଗତି କାମନା କରି ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ । ତାଙ୍କ ମର ଶରୀରକୁ ବିରାଟ ଶୋଭାଯାତ୍ରାରେ ନିଆଯାଇ ଶ୍ମସାନରେ ଶବ ସସ୍କାର କରାଯାଇଥିଲା । ତାଙ୍କ ବିୟୋଗରେ ଏହି ବିଦ୍ୟାଳରେ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ବଡ଼ବାଲିକୁଦା ଗ୍ରାମବାସୀମାନେ ଦୁଃଖ ପ୍ରକାଶ କିରବା ସହିତ ତାଙ୍କ ଆତ୍ମାର ସଦ୍ଗତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

Related Posts

About The Author

Add Comment