Homeଜିଲ୍ଲା ପରିକ୍ରମାକଟକକାଠଯୋଡ଼ିକୁ ଡେଇଁ ଜଣେ ନିଖୋଜ କାଠଯୋଡ଼ିକୁ ଡେଇଁ ଜଣେ ନିଖୋଜ Sandhan News | October 23, 2019 | Spread the love କଟକ, ୨୨/୧୦ (ସନ୍ଧାନ ନିଉଜ) : ତ୍ରିଶୁଳିଆ ବ୍ରିଜରୁ କାଠଯୋଡ଼ି ନଦୀକୁ ଡେଇଁ ମଙ୍ଗଳବାର ଜଣେ ନିଖୋଜ ହୋଇଥିବା ଜଣାପଡିଛି। ବ୍ରିଜ ଉପରେ ବାଇକ୍ ରଖି ଡେଇଁ ପଡିଥିବା ସନ୍ଦେହ କରାଯାଉଛି। ଉଦ୍ଧାର କାର୍ୟ୍ୟରେ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିବାବେଳେ ନିଖୋଜଙ୍କ ପରିଚୟ ମିଳିପାରି ନାହିଁ। Related Posts ଟର୍ଚ୍ଚ ଆଲୁଅରେ ରୋଗୀ ଚିକିତ୍ସା; ଏମିତି ଚାଲିଛି ଆମ ରାଜ୍ୟର ସ୍ୱାସ୍ଥ୍ୟ ସେବା May 21, 2019 | Manas Kumar Rout | ଅଧିକ ପଢନ୍ତୁ ସାବରିମାଳାରେ ମହିଳାଙ୍କ ପ୍ରବେଶକୁ ନେଇ ଭଗବାନ ଅୟାପ୍ପାଙ୍କ ଭକ୍ତ ଦେଲେ କଡ଼ା ଟିପ୍ପଣୀ: ସୁପ୍ରିମକୋର୍ଟ ଭଗବାନଙ୍କଠାରୁ ବଡ଼ ନୁହନ୍ତି November 17, 2019 | Sandhan News | ଅଧିକ ପଢନ୍ତୁ ଆଦିବାସୀ ମହିଳାଙ୍କ ଗଣବଳାତ୍କାର ଘଟଣା January 25, 2021 | 2005lindadavis1989 | ଅଧିକ ପଢନ୍ତୁ ଆମ ସମୟର ଭିନ୍ନ ଏକ ବିଶୁ ମହାରଣା: ମା’ ପଦ୍ମାବତୀ । February 2, 2026 | Manas Kumar Rout | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ଟର୍ଚ୍ଚ ଆଲୁଅରେ ରୋଗୀ ଚିକିତ୍ସା; ଏମିତି ଚାଲିଛି ଆମ ରାଜ୍ୟର ସ୍ୱାସ୍ଥ୍ୟ ସେବା May 21, 2019 | Manas Kumar Rout | ଅଧିକ ପଢନ୍ତୁ
ସାବରିମାଳାରେ ମହିଳାଙ୍କ ପ୍ରବେଶକୁ ନେଇ ଭଗବାନ ଅୟାପ୍ପାଙ୍କ ଭକ୍ତ ଦେଲେ କଡ଼ା ଟିପ୍ପଣୀ: ସୁପ୍ରିମକୋର୍ଟ ଭଗବାନଙ୍କଠାରୁ ବଡ଼ ନୁହନ୍ତି November 17, 2019 | Sandhan News | ଅଧିକ ପଢନ୍ତୁ