କଂଗ୍ରେସ ବିପକ୍ଷରେ ଓଡିଶାରେ କହିକି କିଛି ଲାଭ ନାହିଁ; ବିଜେଡି,ବିଜେପି ଭାଇ ଭାଇ

Spread the love
  •  
  •  
  •  
  •  
  •  

ଯାଜପୁର (ସନ୍ଧାନ ନିଉଜ) ଓଡିଶାରେ କଂଗ୍ରେସ ସ୍ଥିତ ପୁରା ଦବୂଳ । ଏଠାରେ ଜନସାଧରଣ ମୋଦଙ୍କ ଠାରୁ ବିଜେଡି ବିପକ୍ଷରେ ଶୁଣିବାକୁ ଚାହୁଁଥିଲେ । ମାତ୍ର ମୋଦି ତାହା କରିନଥିଲେ । ମୋଦି ତାଙ୍କର ଭାଷଣରେ କେବଳ କଂଗ୍ରେସ ଉପରେ ବର୍ଷିଥିଲେ । କିନ୍ତୁ ବିଜେଡି ବିପକ୍ଷରେ ପଦୁଟିଅ କହିନଥିଳେ । ନିର୍ବାଚନ ପୂର୍ବରୁ ମୋଦିଙ୍କ ଏହି କଥା ବିଜେପି କର୍ମୀଙ୍କୁ ସୁଆଇନଥିଲା । ଏପରକି ବୁଦ୍ଧିଜିବୀ ମାନେ ରାଜ୍ୟ ବିଜେଡି ଏବଂ ବିଜେପି ଭାଇ ଭାଇ ବୋଲି କହିବା ସହିତ ଏଥର ଗଠବନ୍ଧନରେ ନିର୍ବାଚନ ବøତରଣୀ ପାରି ହେବେ ବୋଲି କୁହାକୁହି ହେଲେଣି । ଫଳରେ କେନ୍ଦ୍ର ସରକାରଙ୍କ ଠାରୁ ବିଜେଡି ନେତାଙ୍କ ଦୁର୍ନିତ ଉପରେ ଯେଉଁ ପାହାର ହେବ ବୋଲି ରାଜ୍ୟବାସୀଙ୍କ ଆଶା ଥିଲା ତାହା ଅପେକ୍ଷାକୃତ ମଉଳି ଯାଉଛି ।

Related Posts

About The Author

Add Comment