ଜେନାପୁର,୦୯/୦୭/( ଶାଗରିକା ଦଳାଇ) ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ଚଣ୍ଡିଖୋଲ ଆଞ୍ଚଳିକ ଅଧିନସ୍ଥ ଜେନାପୁର ଶାଖାର ନୂତନ ଗୃହ ଉଦଘାଟିତ ହୋଇଯାଇଛି । ଏହି ବ୍ୟାଙ୍କ୍ ପ୍ରଥମେ ଜେନାପୁର ପଞ୍ଚାୟତର ଦୁର୍ଗା ମନ୍ଦିର ପାଖରେ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ବ ଦିନ ଧରି ବ୍ୟାଙ୍କିଙ୍ଗ୍ ସେବା ଯୋଗାଇ ଆସୁଥିଲା । ବ୍ୟାଙ୍କିଙ୍ଗ୍ ସେବା କ୍ଷେତ୍ରରେ ଉନ୍ନତି କରଣ ଓ ପଯ୍ୟାପ୍ତ ଗୃହ ଆବଶ୍ୟକ ହେତୁ ନୂତନ ଗୃହକୁ ପରିବର୍ତ୍ତନ କରାଯାଇଛି । ବ୍ୟାଙ୍କ୍ ଶାଖା ସହପରିଚାଳକ ଗ୍ରାହକଙ୍କ ଅବଗତି ନିମନ୍ତେ ଜଣାଇଛନ୍ତି କି ପ୍ରଥମେ ବ୍ୟାଙ୍କ୍ ଥିବା କାର୍ଯ୍ୟାଳୟ ସ୍ଥାନାନ୍ତରିତ କରାଯାଇ ଏସ୍ ବି ଆଇ ଏ ଟି ମ୍ ନିଟକସ୍ଥ ଉପର ମାହାଲାରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ଜେନାପୁର ଶାଖାରେ ପୂର୍ବ ଭଳି ପୁନଃ କାର୍ଯ୍ୟ ସମ୍ପାଦିତ ହେଉଛି । ତେଣୁ ପୂର୍ବ ସ୍ଥାନରେ ଥିବା ବ୍ୟାଙ୍କ୍ କାର୍ଯ୍ୟାଳୟକୁ ନ ଯାଇ ନୂତନ ସ୍ଥାନରେ ଥିବା କାର୍ଯ୍ୟାଳୟ କୁ ଆସି ବ୍ୟାଙ୍କ୍ ସମସ୍ତ କାର୍ଯ୍ୟ କରିପାରିବେ। ବ୍ୟାଙ୍କ୍ ର ନୂତନ ଗୃହକୁ ଫୁଲରେ ସାଜସଜା ସହ ବୈଦିକ ରୀତିନୀତିରେ ପୂଜା ଅର୍ଚ୍ଚନା କରି ଗୃହକୁ ପ୍ରବେଶ କରିଥିଲେ । ଏଥିରେ ବ୍ୟାଙ୍କ୍ ର କର୍ମଚାରୀ ଶାଖା ସହପରିଚାଳକ ସାଗର ମହାରଣା,କୋଷାଦକ ସ୍ୱାମି ନାୟକ,ମାନସ ରଞ୍ଜନ ପ୍ରଧାନ,ବିଚିତ୍ର କୁମାର ଭଦ୍ର,ନିଷ୍କାନ୍ତ ଖଟୁଆ ଓ ପ୍ରତିମା କବି ପ୍ରମୁଖ ଉପସ୍ଥିତ ଥିଲେ ।
ଜେନାପୁର,/୦୯)୦୭/(ସନ୍ଧାନ ନିୟୁଜ୍)(ସାଗରିକା ଦଳାଇ) ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ଚଣ୍ଡିଖୋଲ ଆଞ୍ଚଳିକ ଅଧିନସ୍ଥ ଜେନାପୁର ଶାଖାର ନୂତନ ଗୃହ ଉଦଘାଟିତ ହୋଇଯାଇଛି । ଏହି ବ୍ୟାଙ୍କ୍ ପ୍ରଥମେ ଜେନାପୁର ପଞ୍ଚାୟତର ଦୁର୍ଗା ମନ୍ଦିର ପାଖରେ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ବ ଦିନ ଧରି ବ୍ୟାଙ୍କିଙ୍ଗ୍ ସେବା ଯୋଗାଇ ଆସୁଥିଲା । ବ୍ୟାଙ୍କିଙ୍ଗ୍ ସେବା କ୍ଷେତ୍ରରେ ଉନ୍ନତି କରଣ ଓ ପଯ୍ୟାପ୍ତ ଗୃହ ଆବଶ୍ୟକ ହେତୁ ନୂତନ ଗୃହକୁ ପରିବର୍ତ୍ତନ କରାଯାଇଛି । ବ୍ୟାଙ୍କ୍ ଶାଖା ସହପରିଚାଳକ ଗ୍ରାହକଙ୍କ ଅବଗତି ନିମନ୍ତେ ଜଣାଇଛନ୍ତି କି ପ୍ରଥମେ ବ୍ୟାଙ୍କ୍ ଥିବା କାର୍ଯ୍ୟାଳୟ ସ୍ଥାନାନ୍ତରିତ କରାଯାଇ ଏସ୍ ବି ଆଇ ଏ ଟି ମ୍ ନିଟକସ୍ଥ ଉପର ମାହାଲାରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ଜେନାପୁର ଶାଖାରେ ପୂର୍ବ ଭଳି ପୁନଃ କାର୍ଯ୍ୟ ସମ୍ପାଦିତ ହେଉଛି । ତେଣୁ ପୂର୍ବ ସ୍ଥାନରେ ଥିବା ବ୍ୟାଙ୍କ୍ କାର୍ଯ୍ୟାଳୟକୁ ନ ଯାଇ ନୂତନ ସ୍ଥାନରେ ଥିବା କାର୍ଯ୍ୟାଳୟ କୁ ଆସି ବ୍ୟାଙ୍କ୍ ସମସ୍ତ କାର୍ଯ୍ୟ କରିପାରିବେ। ବ୍ୟାଙ୍କ୍ ର ନୂତନ ଗୃହକୁ ଫୁଲରେ ସାଜସଜା ସହ ବୈଦିକ ରୀତିନୀତିରେ ପୂଜା ଅର୍ଚ୍ଚନା କରି ଗୃହକୁ ପ୍ରବେଶ କରିଥିଲେ । ଏଥିରେ ବ୍ୟାଙ୍କ୍ ର କର୍ମଚାରୀ ଶାଖା ସହପରିଚାଳକ ସାଗର ମହାରଣା,କୋଷାଦକ ସ୍ୱାମି ନାୟକ,ମାନସ ରଞ୍ଜନ ପ୍ରଧାନ,ବିଚିତ୍ର କୁମାର ଭଦ୍ର,ନିଷ୍କାନ୍ତ ଖଟୁଆ ଓ ପ୍ରତିମା କବି ପ୍ରମୁଖ ଉପସ୍ଥିତ ଥିଲେ ।