ବୁଗୁଡ଼ା:୧୦/୨, (ସନ୍ଧାନ ନିଉଜ) ବୁଗୁଡ଼ା ଏନ ଏ ସି ନିୟୁ ବସ୍ ଷ୍ଟାଣ୍ଡ ର ଶୌଚଳ ଖରାପ ଥିବାରୁ । ନିର୍ମାଣ ହେଲା କିନ୍ତୁ ତାଲା ଝୁଲିଲା ଯାତ୍ରୀ ମାନେ ଦୁଇମାସ ହବ ହନ୍ତସନ୍ତ ହଉଥିବା ର ଦେଖାଯାଉଛି । ଖାସ କରି ମହିଳା ମନେ ନାହିଁନଥିବାର ଅସୁବିଧାର ସମୁଖିନ ହବାକୁପଡୁଛି । ସକାଳୁ ଯାତ୍ରୀବହି ବସ୍ ଆସୁଥିବା ବେଳେ ଯାତ୍ରୀ ମାନେ ଅସୁବିଧା ର ସମୁଖିନ ହବାକୁପଡୁଥିବାର ଦେଖାଯାଉଚି।ବସ୍ ଷ୍ଟାଣ୍ଡ ର ଚତ୍ରୁଭାଗ ବନୀଲା ଖୋଲା ଶୌଚଳ । ଲୋକମାନଙ୍କର ନାହିଁ ନଥିବା କଥା ପ୍ରଚାର ହଉ ଥିବାର ଦେଖାଯାଉଛି।
ଏନ ଏ ସି ଶୌଚାଳୟ ରେ ଝୁଲୁଚି ଦୁଇ ମାସହବ ତାଲା,ବନୀଚି ଗାଡ଼ି ପାର୍କିଂ
|
February 10, 2021 |