ଏନ ଏ ସି ଡ୍ରେନରୁ ବର୍ଷସାରା ଦୂଷିତ ଜଳ ରୋଡ଼ ଉପରେ ପ୍ରଭାହିତ ହଉଛି , କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ ବାବୁ 

Spread the love
ବୁଗୁଡ଼ା, ୧୮/୦୨/୨୧ (ସନ୍ଧାନ ନିଉଜ) : ବୁଗୁଡ଼ା ଏନ ଏ ସି ର ପାଞ୍ଚ ନଂ ୱାଡ଼ ଲଷ୍ମୀନୃସିଂହ ଗଳି ରୁ ଅଭାବନୀୟ ଦୃଶ୍ୟ ଦେଖିବା କୁ ମିଳୁଛି।ଡ୍ରେନରୁ ମଝିରୋଡ଼ ଦେଇ ଦୂଷିତ ଜଳ ପ୍ରଭାବିତ ହୋଇଛି। ଯାତାୟତ ପାଈଁ ଅସୁବିଧା ହଉଥିବା ବେଳେ ଓ ଦୂଷିତ ଜଳ ପୋଚ ଦୁର୍ଗନ୍ଧ ହଉଥିବାରୁ ଆଖପାଖ ରେ ବସବାସ କରୁଥିବା ଜନସାଧାରଣ ଙ୍କୁ ଅସୁବିଧାର ସମୁଖିନ ହବାକୁ ପଡ଼ୁଚି । ବୁଗୁଡ଼ା ଏନ ଏ ସି ଅଫିସ୍ କୁ ବାରମ୍ବାର ଯାଇ ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ ସତେ ଏନ ଏ ସି ର ଅଧିକାରୀ ଏହି ସ୍ଥାନକୁ ଅଣ ଦେଖା କରୁଛନ୍ତି ବୋଲି ସ୍ଥାନୀୟ ଲୋକମାନେ ସୂଚନା ଦେଇଛନ୍ତି।

Related Posts

About The Author

Add Comment