ଆରମ୍ଭ ହେଲା ବିରଳ ପ୍ରଜାତିର ଅଲିଭ୍ ରିଡ୍‌ଲେଙ୍କ ଟ୍ୟାଗ୍

Spread the love
  •  
  •  
  •  
  •  
  •  

ବ୍ରହ୍ମପୁର, ୧୩.୦୧.୨୦୨୧(ସନ୍ଧାନ ନିଉଜ୍):- ଋଷିକୁଲ୍ୟା ମୁହାଣରେ ବିରଳ ପ୍ରଜାତିର ଅଲିଭ୍ ରିଡଲେଙ୍କ ଟ୍ୟାଗ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଜେଡଏସଆଇର ମିଳିତ ଆନୁକୂଲ୍ୟରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି ।ପ୍ରଥମ ଦିନରେ ୬ଟି ଅଲିଭ୍ ରିଡଲେଙ୍କ ଟ୍ୟାଗ୍ କରାଯାଇଥିବା ସୂଚନା ମିଳିଛି । ଆଗକୁ ଆହୁରି ୩୦ହଜାର ଅଲିଭ୍ ରିଡଲେଙ୍କ ଟ୍ୟାଗ୍ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି । ୨୫ ବର୍ଷ ପରେ ପୁଣି ଟ୍ୟାଗ୍ କରାଯାଉଥିବା ବ୍ରହ୍ମପୁର ଡିଏଫଓ ଅମ୍ଳାନ ନାଏକ ସୂଚନା ଦେଇଛନ୍ତି ।

 

Related Posts

About The Author

Add Comment