ଅନୁଗୁଳ, ୧୫/୦୬ (ସନ୍ଧାନ ନିୟୁଜ) ହାତୁଡ଼ିରେ ପିଟି ପିଟି ନୃସଂଶ ଭାବେ ବାପା ମା ଙ୍କୁ ହତ୍ୟା କଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି କିଶୋରନଗର ଥାନା ଅନ୍ତର୍ଗତ ବରପଦର ଗାଁ ରେ । ପାରିବାରିକ କଳହରୁ ନିଜ ସ୍ତ୍ରୀଙ୍କୁ ଆକ୍ରମଣ କରୁଥଥିବାବେଳେ ପୁଅକୁ ଅଟକାଇବା ସମୟରେ ପୁଅ ନୃସଂଶ ଭାବେ ବାପା ମା ଙ୍କୁ ହାତୁଡ଼ିରେ ପିଟି ପିଟି ହହତ୍ୟା କରିଛି । କିଶୋରନଗର ଥାନା ପୋଲିସ୍ ଅଭିଯୁକ୍ତ ପୁଅ ଦୁଖୀରାମ ବଘାରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
Report by Jyoti ranjan