ଅନୁଗୁଳ: ହାତୁଡ଼ିରେ ପିଟି ପିଟି ନୃସଂଶ ଭାବେ ବାପା ମା ଙ୍କୁ ହତ୍ୟା କଲା ପୁଅ

Spread the love
  • 2
    Shares

ଅନୁଗୁଳ, ୧୫/୦୬ (ସନ୍ଧାନ ନିୟୁଜ)   ହାତୁଡ଼ିରେ ପିଟି ପିଟି ନୃସଂଶ ଭାବେ ବାପା ମା ଙ୍କୁ ହତ୍ୟା କଲା ପୁଅ  । ଏଭଳି ଅଭାବନୀୟ ଘଟଣା ଘଟିଛି କିଶୋରନଗର ଥାନା ଅନ୍ତର୍ଗତ ବରପଦର ଗାଁ ରେ ।  ପାରିବାରିକ କଳହରୁ ନିଜ ସ୍ତ୍ରୀଙ୍କୁ ଆକ୍ରମଣ କରୁଥଥିବାବେଳେ ପୁଅକୁ ଅଟକାଇବା ସମୟରେ ପୁଅ  ନୃସଂଶ ଭାବେ ବାପା ମା ଙ୍କୁ   ହାତୁଡ଼ିରେ ପିଟି ପିଟି ହହତ୍ୟା କରିଛି ।  କିଶୋରନଗର ଥାନା ପୋଲିସ୍ ଅଭିଯୁକ୍ତ ପୁଅ ଦୁଖୀରାମ ବଘାରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

Report by Jyoti ranjan

  • 2
    Shares

Related Posts

About The Author

Add Comment