Homeଅପରାଧ୨୦ ବର୍ଷରେ ବନ୍ୟାରେ କ୍ଷତି ୫ ଶହ ୪୭ ଲକ୍ଷ କୋଟି ଟଙ୍କା ୨୦ ବର୍ଷରେ ବନ୍ୟାରେ କ୍ଷତି ୫ ଶହ ୪୭ ଲକ୍ଷ କୋଟି ଟଙ୍କା Manas Kumar Rout | July 18, 2019 | Spread the love ନୂଆଦିଲ୍ଲୀ,୧୮/୭ (ସନ୍ଧାନ ନିୟୁଜ ) ଗତ ୨୦ ବର୍ଷ ମଧ୍ୟରେ ଦେଶରେ ଦେଖାଦେଇଥିବା ବନ୍ୟାରେ ୫ଶହ ୪୭ ଲକ୍ଷ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଏହି ଟଙ୍କାରେ ଦେଶରେ ୨ ଲକ୍ଷ ୭୩ ହଜାର ୬ ଶହ ସ୍କୁଲ ସ୍ଥାପନ କରାଯାଇ ପାରିଥାନ୍ତା ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୮ରେ ବନ୍ୟା ଯୋଗୁ ୨୭ ଲକ୍ଷ ଲୋକ ବେଘର ହୋଇଥିଲେ। ସେଥିମଧ୍ୟରୁ କେରଳର ୧୫ ଲକ୍ଷ ଲୋକ ରହିଛନ୍ତି। ସେମାନଙ୍କୁ ୫ ହଜାର ୬ଶହ ଅସ୍ଥାୟୀ ଶିବିରରେ ରଖାଯାଇଥିଲା। ୧୯୫୩ରୁ ୨୦୧୭ ମଧ୍ୟରେ ଗତ ୬୪ ବର୍ଷ ମଧ୍ୟରେ ହୋଇଥିବା ବନ୍ୟାରେ ଲକ୍ଷେ ୭ ହଜାର ୪ଶହ ୮୭ ଲୋକଙ୍କର ମୃତ୍ୟୁ ଘଟିଛି। ପ୍ରତିବର୍ଷ ବନ୍ୟାରେ ହାରାହାରି ୧୭ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। Related Posts କେନ୍ଦ୍ରାପଡ଼ାରେ ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ May 10, 2019 | Manas Kumar Rout | ଅଧିକ ପଢନ୍ତୁ ଆଜିଠାରୁ କ୍ୟାନ୍ସର ରୋଗୀଙ୍କ ସିଟି ସ୍କାନ ମାଗଣା, ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର: ହାଇକୋର୍ଟ January 20, 2021 | 2005lindadavis1989 | ଅଧିକ ପଢନ୍ତୁ ‘ଗଜ’ ରିଲିଫ୍: ତାମିଲନାଡୁକୁ ୩୫୩ କୋଟି ଟଙ୍କାର ସହାୟତା ମଞ୍ଜୁର କଲା କେନ୍ଦ୍ର December 1, 2018 | Santosh Rout | ଅଧିକ ପଢନ୍ତୁ ରାଜ୍ୟରେ ୫୭୦ ନୂଆ ଆକ୍ରାନ୍ତ –ମୋଟ ଆକ୍ରାନ୍ତ ୧୨୫୨୬କୁ ବୃଦ୍ଧି July 11, 2020 | Biswajit Parida | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
କେନ୍ଦ୍ରାପଡ଼ାରେ ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ May 10, 2019 | Manas Kumar Rout | ଅଧିକ ପଢନ୍ତୁ
ଆଜିଠାରୁ କ୍ୟାନ୍ସର ରୋଗୀଙ୍କ ସିଟି ସ୍କାନ ମାଗଣା, ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର: ହାଇକୋର୍ଟ January 20, 2021 | 2005lindadavis1989 | ଅଧିକ ପଢନ୍ତୁ
‘ଗଜ’ ରିଲିଫ୍: ତାମିଲନାଡୁକୁ ୩୫୩ କୋଟି ଟଙ୍କାର ସହାୟତା ମଞ୍ଜୁର କଲା କେନ୍ଦ୍ର December 1, 2018 | Santosh Rout | ଅଧିକ ପଢନ୍ତୁ