୧୨ ଗୋଟି ପ୍ରକଳ୍ପ ର ଶୁଭ ଦେଲେ ଧନକଉଡ଼ା ବ୍ଲକ ଅଧ୍ଧକ୍ଷ ପୁଷ୍ପାଞ୍ଜଳି ବେହେରା

Spread the love

ସମ୍ବଲପୁର,ତା-୨୬/୦୮/୨୦୨୩( ସନ୍ଧାନ ନିଉଜ /ହେମନ୍ତ ଭଇଁଷା) ରେଙ୍ଗାଲି ବ୍ଲକ ସଭାପତି ଯତୀନ୍ଦ୍ର ସାହୁ ଏବଂ ଧନକୌଡା ବ୍ଲକ ଯୁବ ସଭାପତି ବାଞ୍ଛାନିଧି ମିଶ୍ର ଙ୍କ ତତ୍ୱାବଧାନ ରେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ରେ ଅବସ୍ତିତ ଧନକୌଡା ଜୋନ ର କୁଦଗୁଣ୍ଡେର ପୁର, କରଡୋଳା, ବସନ୍ତପୁର ଏବଂ କଳାମାଟି ଗ୍ରାମ ପଞ୍ଚାୟତ ରଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଵତନ୍ତ୍ର ସହାୟତା ଅନୁଦାନ ରାଶି ର ୧୨ ଗୋଟି ପ୍ରକଳ୍ପ ର ଶୁଭ ଦେଲେ ଧନକଉଡ଼ା ବ୍ଲକ ଅଧ୍ଧକ୍ଷ ପୁଷ୍ପାଞ୍ଜଳି ବେହେରା l ଏ ଅବସରରେ ବରିଷ୍ଠ ବିଜେଡି ନେତା ଦେବେନ୍ ପତି,ଏମବି ସତ୍ୟେନ, (ଜଟିଆ )ବରିଷ୍ଠ ବିଜେଡି ନେତା ଫଣିନ୍ଦ୍ର ପଟ୍ଟନାୟକ, ଯୁବ ନେତା ଜଗନ୍ନାଥ ନାଥ, ପୁର୍ବତନ ବିଧାୟକ ରମେଶ ପଟୁଆ, ରେଙ୍ଗାଲି ଜିଲ୍ଲା ପରିଷଦ ଦେ ନାରାୟଣ ତିୱାରୀ, ଧନକଉଡ଼ା ଜୋନ ୨ ଜିଲ୍ଲା ପରିଷଦ ସୁଦର୍ଶନ ହରିପାଲ, ବରିଷ୍ଠ ନେତା ଅରବିନ୍ଦ ତ୍ରିପାଠୀ, ବିଶ୍ୱାମିତ୍ର ପାତ୍ର, କଳାମାଟି ଯୁବ ସଭାପତି ଦେବାଶିଷ ଦାଶ, ଏମ ଡି କାଲୁ,ସୁଜିତ୍ ସାହୁ,ବରିଷ୍ଠ ନେତା ସୂର୍ୟ ସିଂ, ପୁର୍ବତନ ଭାଇସ ଚୈର ମନ୍ ମଦନ ଭୋଇ,ଗୋଲକ ଦେବତା, ଦ୍ରୋଣ ମଲ୍ଲିକ, କୃଷ୍ଣ ଚନ୍ଦ୍ର ପ୍ରଧାନ,ଯୁବ ନେତା ଜିତୁ ମିଶ୍ର,କର୍ଡୋଲା ସରପଞ୍ଚ ଗୋରେଖ ରାଉତ, କର୍ଡୋଲା ସମିତି ସଭ୍ୟ ରୀନ ସେଟ୍, କୁଦ ଗୁଣ୍ଡେରପୁର ଗ୍ରାମପଞ୍ଚାୟତର ସରପଞ୍ଚ ମୃତ୍ୟୁଞ୍ଜୟ ପୁରୋହିତ, ସମିତି ସଭ୍ୟ ବିଶ୍ୱାମିତ୍ର ପତି , ବସନ୍ତପୁର ସମିତି ବଳରାମ ପ୍ରଧାନ, ପୁର୍ବତନ ସରପଞ୍ଚ ଶ୍ରିହରୀ ନାଗ,କରଡୋଳା ନାଏବ ସରପଞ୍ଚ ପାର୍ବତୀ ସାମଲ, ସୁନିତା ନାୟକ,ସଂଯୁକ୍ତା ନାଗ, ଭଗବତୀ ବେହେରା,ରତ୍ନ କର ଛନ୍ଦ,ଦେବାଶିଷ ପଣ୍ଡା, ଯୁବ ନେତା ଧରଣୀ ରଣା,ଇଁ ଗାନ୍ଧୀ ବେହେରା,ରାଜ୍ୟ ଯୁଗ୍ମ ସମ୍ପାଦକ ଦିଲ୍ଲିପ ଦୂରିଆ, ଏ ନ ଗୋପାଳ କ୍ରିଷ୍ଣା, ସୁବ୍ରତ ସାମଲ, ମୁକୁନ୍ଦ ପାଣି,ଅନିଲ ସାମଲ, ମୁକ୍ତେ ଭୂଷଗର୍, ବିନା ବାବୁ,ପ୍ରକାଶ ପୋଦାର, ପୁର୍ବତନ ଜିଲ୍ଲା ପରିଷଦ ଉଦ୍ଧବ ବାରିକ,ଗଗନ ମିର୍ଦ୍ଧା, ପହତିଆ ମହାନନ୍ଦ, ରାଜୁ ସେଟ୍,ଜିତୁ କରାଳି,ଉପେ ବଞ୍ଛୋର, କା ନା ପଣ୍ଡା, ପଦମନ୍ ଗରିଆ ପ୍ରମୁଖ ଉପସ୍ଥିତ ଥିଲେ l

Related Posts

About The Author

Add Comment