ଚୋରା ଗଞ୍ଜେଇ ବେପାରୀ କୁ ୧୦ ବର୍ଷ ଜେଲ, ତଥାପି କମୁନାହିଁ ଚୋରା ଚାଲାଣ,ପୁଣି୨ ଗିରଫ

Spread the love
  •  
  •  
  •  
  •  
  •  

ଯାଜପୁର, ୧୫/୩/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲା କୁଆଖିଆରୁ ବସ ଯୋଗେ ଗଂଜେଇ ଚୋରାଚାଲାଣ ହେବାକୁ ଥିବା ବେଳେ ଅବକାରି ବିଭାଗ ଚଢ଼ାଉ କରି ୨୨ କେଜି ଗଂଜେଇ ଜବତ କରିଛି । ଗଂଜେଇ ଚୋରାଚାଲାଣ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରପଂ କରି କୋର୍ଟ ଚାଲାଣ କରିଛି ଅବକାରି ବିଭାଗ । ଗିରପଂ ଅଭିଯୁକ୍ତ ମାନେ ହେଲେ ପଶ୍ଚିମବଂଗ ଅଂଚଳର ଅନୀଲ ପାତ୍ର ଏବଂ ଟୁକେଇ ପାତ୍ର ।

Related Posts

About The Author

Add Comment