• About Us
  • Contact Us
  • Recruitment

Sandhan News

WISH YOU ENJOYFULL RATHAJATRA

WISH TO ALL READER AND DEVOTE ON THE EVE OF RATHAJATRA

SANDHANEWS.COM


Menu
  • ଓଡିଶା
  • ଜିଲ୍ଲା
    • ଅନୁଗୁଳ
    • କଟକ
    • ଯାଜପୁର
    • କନ୍ଧମାଳ
    • କଳାହାଣ୍ଡି
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଖୋର୍ଦ୍ଧା
    • କୋରାପୁଟ
    • ଗଞ୍ଜାମ
    • ଗଜପତି
    • ଜଗତସିଂହପୁର
    • ଝାରସୁଗୁଡ଼ା
    • ଢେଙ୍କାନାଳ
    • ଦେବଗଡ଼
    • ନବରଙ୍ଗପୁର
    • ନୟାଗଡ଼
    • ନୂଆପଡ଼ା
    • ପୁରୀ
    • ବରଗଡ଼
    • ବଲାଙ୍ଗୀର
    • ବାଲେଶ୍ବର
    • ବୌଦ୍ଧ
    • ମୟୁରଭଞ୍ଜ
    • ଭଦ୍ରକ
    • ମାଲକାନଗିରି
    • ରାୟଗଡ଼ା
    • ସମ୍ବଲପୁର
    • ସୁନ୍ଦରଗଡ଼
    • ସୁବର୍ଣ୍ଣପୁର
  • ରାଜନୀତି
  • ଜାତୀୟ
  • ଆନ୍ତର୍ଜାତୀୟ
  • ବାଣିଜ୍ୟ
  • ପ୍ରୟାସ
  • ସୀଡ୍
  • ଭିଡ଼ିଓ ଖବର
  • ଇ ପେପର (E Paper)
  • ମନୋରଞ୍ଜନ
  • ଅପରାଧ
  • ସ୍ବାସ୍ଥ୍ୟ
  • ଖେଳ
  • ସହର
    • କଟକ
    • ଭୁବନେଶ୍ୱର
    • ପୁରୀ
    • ବ୍ରହ୍ମପୁର
    • ରାଉରକେଲା
  • ଛବିରେ ଖବର
  • ସାହିତ୍ୟ
    • ଗଳ୍ପ
    • କବିତା
    • ଆମ ସଂସ୍କୃତି, କଳା ଓ ଐତିହ୍ୟ
  • ବ୍ୟକ୍ତିତ୍ବ
    • ବିରଳ ବ୍ୟକ୍ତିତ୍ବ
    • ସାକ୍ଷାତକାର
  • ଆପଣଙ୍କ ରିପୋର୍ଟ
  • ରାଶିଫଳ
  • ଆମ ପର୍ବ ପର୍ବାଣୀ
    • ପଣା ସଂକ୍ରାନ୍ତି
    • ଆମ ପିଠାପଣା
  • ଆମ ଐତିହ
  • SANDHAN LIVE TV
ତାଜା ଖବର
  • ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
  • ଚଷାଖଣ୍ଡ ମୁରାରୀପୁର ଗ୍ରାମ୍ୟ ଉନ୍ନୟନ ରାସ୍ତାକଡ଼ରୁ ଗଛ କାଟି ନେଉଛନ୍ତି ସ୍ଥାନୀୟ ଲୋକ
  • ରାମ ଚରିତ ମାନସ ମହୋତ୍ସବ ରେ ଆଧ୍ୟାତ୍ମିକ ସତସଙ୍ଗ
  • ଦୁବକଣ-ନାରିଙ୍ଗା ପୂର୍ତ୍ତ ରାସ୍ତା କାର୍ଯ୍ୟରେ ଅନିୟମିତତା: ମାଟି ଉପରେ ପିଚୁ, ସ୍ଥାୟୀତ୍ୱ ନେଇ ଉଠିଲା ପ୍ରଶ୍ନ
  • ମଙ୍ଗଳପୁର-ଦାଣ୍ଡିସାହି ମୁଖ୍ୟମନ୍ତ୍ରୀ ସଡକ ନିର୍ମାଣରେ ନିମ୍ନମାନ ଅଭିଯୋଗ: ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବି
  • ( ଆମ ଐତିହ) ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
  • ଭଞ୍ଜନଗର ଜଳ ସେଚନ ବିଭାଗ ର ଯନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚୁ ବେହେରା ଗିରଫ।
  • ନୟାଗଡ ଜିଲ୍ଲା ସ୍ତରୀୟ ଆଶା, ଅଙ୍ଗୱାଡ଼ି, ସ୍ବାସ୍ଥ୍ୟ କର୍ମୀ ଙ୍କ କର୍ମ ଶାଳା କୁ ଉଦଘାଟନ କଲେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ
  • ସୋରିଷ ଫୁଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଓ ପୁରସ୍କାର ବିତରଣ ଉତ୍ସବ।
  • ସୁନ୍ଦରଗଡ଼ ଜିଲ୍ଲାରେ ରାମ ନବମୀ ଧୁମଧାମରେ ଶୁଭାରମ୍ଭ
Home
ସହର
ରାଉରକେଲା
ସ୍ମାର୍ଟ ସିଟିରେ ହୁକାର ଆଧିପତ୍ୟ, ପୁଲିସ ନୀରବଦ୍ରଷ୍ଟ୍ରା

ସ୍ମାର୍ଟ ସିଟିରେ ହୁକାର ଆଧିପତ୍ୟ, ପୁଲିସ ନୀରବଦ୍ରଷ୍ଟ୍ରା

Biswajit Parida | December 12, 2019 |
Spread the love
     
ରାଉରକେଲା୧୨/୧୨ (ସନ୍ଧାନ ନିଉଜ): ସ୍ମାର୍ଟ ସିଟି ରାଉରକେଲା ଦିନକୁ ଦିନ ନିଶା କାରବାର ବଢିବାରେ ଲାଗିଛି । ମଦ, ଗଂଜେଇ, ଡ୍ରଗ୍ସ ନିଶାରେ ଯୁବପିଢୀ ମାତିଥିବା ବେଳେ ଏବେ ବିଭିନ୍ନ ସ୍ଥାନରେ ହୁକା ବାର ଚାଲୁଥିବା ଏକ ଅନୁସନ୍ଧାନରୁ ଜାଣିବାକୁ ମିଳିଛି । ରାଉରକେଲାର କିଛି ସମ୍ଭ୍ରାନ୍ତ ହୋଟେଲରେ ହୁକାବାର ଚାଲୁଥିବା ବେଳେ, ଏହାପ୍ରତି ଆକର୍ଷିତ ହେଉଛନ୍ତି ଆଜିର ଯୁବପିଢୀ! ରାଉରକେଲା ପୁଲିସ ପକ୍ଷରୁ ବିଭିନ୍ନ ଅଂଚଳରେ ସାଂଧ୍ୟ ଓ ରାତ୍ରି କାଳୀନ ପାଟ୍ରୋଂଲି କରାଯାଉଥିଲେ ସୁଦ୍ଧା ନିଶାଗ୍ରସ୍ତ
ଉଦଭ୍ରାନ୍ତ ଯୁବପିଢୀଙ୍କୁ ପୁଲିସ ଲଗାମ ଦେବାରେ ବିଫଳ ସାବ୍ୟସ୍ତ ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି । ସହରର ଯୁବପିଢୀ ମାନଙ୍କ ମଧ୍ୟରେ ନିଶାସେବନକୁ ନେଇ ଅଂଚଳର ବୁଦ୍ଧିଜିବୀ ମହଲରେ ତ୍ରୀବ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଗଂଜେଇ, ହୁକା ଓ ଡ୍ରଗ୍ସ ନିଶାରେ ମାତିଛନ୍ତି ଯୁବପିଢୀ! ସହରରେ ଥିବା ବିଭିନ୍ନ ପରିତ୍ୟକ୍ତ ଆରଏସପି କ୍ୱାର୍ଟର, ବହୁ ଦିନରୁ ବନ୍ଦ ପଡ଼ିଥିବା ସ୍କୁଲ, ବିଭିନ୍ନ ପଡ଼ିଆ ପାଖ ରାସ୍ତା ସମେତ ଅନ୍ୟାନ ଅନ୍ଧାରୁଆ ଗଳିକନ୍ଦି ନିଶାଗ୍ରସ୍ତ ଯୁବପିଢୀଙ୍କଭୁସ୍ୱର୍ଗ ପାଲଟିଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ସାଧାରଣତଃ ୧୮ରୁ ୩୦ ବର୍ଷ ବୟସର ଯୁବକ ମାନେ ସଂଜ ନଇଁଲେ ବିଭିନ୍ନ ଅନ୍ଧାରୁଆ ସ୍ଥାନରେ ମେଳି ଜମାଇ ନିଶାରେ ବୁଡ଼ି ରହୁଥିବା ଅଭିଯୋଗ ହୋଇଛି । ପୁଲିସର ନାଲିଆଖି ଏମାନଙ୍କ ପାଖରେ ପହଂଚିପାରୁନାହିଁ । ଫଳସ୍ୱରୂପ ଏମାନଙ୍କ ଉତ୍ପାତ ଦିନକୁ ଦିନ ବଢିବା ପରିବର୍ତେ ଥମିବାର ନାଁ ନେଉନାହିଁ । ନିଶାରେ ଚୁର ଯୁବପିଢୀ ମାନେ ସହରର ରାଜରାସ୍ତାରେ ଏଣେ ତେଣେ ଘୁରି ବୁଲିବା ସହ ଯିବା ଆସିବା କରୁଥିବା ଯୁବତୀ ଓ ମହିଳା ମାନଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବାକୁ ମଧ୍ୟ ପଛଘୁଂଚା ଦେଉନାହାନ୍ତି । ଆହୁରି ମଧ୍ୟ ବିଭିନ୍ନ ପ୍ରକାର ନାମିଦାମୀ କମ୍ପାନୀର ବାଇକ ଚଳାଇ ରାସ୍ତାରେ ବିପଦଜ୍ଜନକ ଷ୍ଟଂଟ ପ୍ରଦର୍ଶନ କରୁଥିବାରୁ ରାସ୍ତାରେ ଯାତାୟତ ବୟସ୍କ ବ୍ୟକ୍ତି, ଶିଶୁ, ମହିଳାଙ୍କ ଜୀବନ ପ୍ରତି ବିପଦକୁ ଟାଣି ଆଣୁଥିବା ସ୍ପଷ୍ଟ ଭାବେ ପ୍ରତୀୟମାନ ହେଉଛି । ଏଣୁଏଦିଗରେ ବିଭିନ୍ନ ଥାନା ପୁଲିସ ପକ୍ଷରୁ ଦୃଢ କାର‌୍ୟ୍ୟାନୁଷ୍ଠାନ ନିଆଯିବା ଲାଗି ସାଧାରଣରେ ଦାବି ହୋଇଛି

 

Related Posts

ଶ୍ରୀମତୀ କୁନ୍ତି ପ୍ରଧାନ ନିର୍ଦ୍ୱନ୍ଦରେ ସବଡେଗା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ

March 13, 2022 | Sundargada News |
ଅଧିକ ପଢନ୍ତୁ

ସୁଭଦ୍ରା ଯୋଜନା ପାଇଁ ଫିସ ନିର୍ଦ୍ଧାରିତ କରିବାକୁ ଗ୍ରାହକ ସେବା କେନ୍ଦ୍ର କର୍ମଚାରୀ ଙ୍କ ଦାବିପତ୍ର

September 2, 2024 | Hemanta Bhainsa |
ଅଧିକ ପଢନ୍ତୁ

ବିଦ୍ୟା ଷ୍ଟଡ଼ି ପଏଂଟରେ ବାଜି ମାରିଲେ  ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀ

August 12, 2020 | Sandhan office news |
ଅଧିକ ପଢନ୍ତୁ

ମଙ୍ଗଳପୁର ଆଇଡ଼ିଆଲ ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ

February 27, 2024 | Hemanta Bhainsa |
ଅଧିକ ପଢନ୍ତୁ

About The Author

Biswajit
More From This Author

Add Comment

Cancel reply

HAPPY NEW YEAR-2024

NETANKA SALARY PENSION

https://www.youtube.com/watch?v=F08PxOH-G8A&t=60s

ସ୍ୱତନ୍ତ୍ର

ମନେ ପଡନ୍ତି: ସ୍ୱାଧୀନତା ସଂଗ୍ରାମୀ ରମାଦେବୀ

ଗୁରୁ ନାନକ

ଚୈତନ୍ୟ

ପଦ୍ମଶ୍ରୀ ଜୟନ୍ତ ମହାପାତ୍ର

ପ୍ରତ୍ନତ‌ତ୍ତ୍ୱବିଦ୍ ରମେଶ ପ୍ରସାଦ ମହାପାତ୍ର

ସେପ୍ଟେମ୍ବର ମାସର ସନ୍ଧାନ ନିୟୁଜର ନିମ୍ନରେ ଥିବା ଲିଙ୍ଗରେ କ୍ଲିକ୍ କରି ଡାଉନଲୋଡ କରନ୍ତୁ

Buddhism during the Bhaumakara Period: A case of study on Social life in Odisha

ପରାଧୀନ ଭାରତର ମୁକ୍ତିପୀଠ ରକ୍ତତୀର୍ଥ ଇରମ

Urgent Required

  • Popular
  • Recent

Dibyadrasana

https://www.youtube.com/watch?v=Y2c8N7c5BzI&t=209s

ନୋଟିସ୍

ପ୍ରତିନିଧି ଆବଶ୍ୟକ 

ସ୍ୱତନ୍ତ୍ର ପ୍ରତିନିଧି ଆବଶ୍ୟକ, ଯୋଗାଯୋଗ-୯୪୩୭୮୧୯୩୭୫, ଶିକ୍ଷାଗତ ଯୋଗ୍ୟତା: +୩ (ସମ୍ମାନ) ବା ପ.ଜି ଯେକୈଣସି ବିଷୟରେ

FOR GOVT AND PRIVATE JOBS INFORMATION CONTACT-9437819735

Admission Open DU Public School Chandikhole Jajpur

Recent Posts

  • ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
  • ଚଷାଖଣ୍ଡ ମୁରାରୀପୁର ଗ୍ରାମ୍ୟ ଉନ୍ନୟନ ରାସ୍ତାକଡ଼ରୁ ଗଛ କାଟି ନେଉଛନ୍ତି ସ୍ଥାନୀୟ ଲୋକ
  • ରାମ ଚରିତ ମାନସ ମହୋତ୍ସବ ରେ ଆଧ୍ୟାତ୍ମିକ ସତସଙ୍ଗ
  • ଦୁବକଣ-ନାରିଙ୍ଗା ପୂର୍ତ୍ତ ରାସ୍ତା କାର୍ଯ୍ୟରେ ଅନିୟମିତତା: ମାଟି ଉପରେ ପିଚୁ, ସ୍ଥାୟୀତ୍ୱ ନେଇ ଉଠିଲା ପ୍ରଶ୍ନ
  • ମଙ୍ଗଳପୁର-ଦାଣ୍ଡିସାହି ମୁଖ୍ୟମନ୍ତ୍ରୀ ସଡକ ନିର୍ମାଣରେ ନିମ୍ନମାନ ଅଭିଯୋଗ: ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବି
  • ( ଆମ ଐତିହ) ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
  • ଭଞ୍ଜନଗର ଜଳ ସେଚନ ବିଭାଗ ର ଯନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚୁ ବେହେରା ଗିରଫ।
  • ନୟାଗଡ ଜିଲ୍ଲା ସ୍ତରୀୟ ଆଶା, ଅଙ୍ଗୱାଡ଼ି, ସ୍ବାସ୍ଥ୍ୟ କର୍ମୀ ଙ୍କ କର୍ମ ଶାଳା କୁ ଉଦଘାଟନ କଲେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ
  • ସୋରିଷ ଫୁଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଓ ପୁରସ୍କାର ବିତରଣ ଉତ୍ସବ।
  • ସୁନ୍ଦରଗଡ଼ ଜିଲ୍ଲାରେ ରାମ ନବମୀ ଧୁମଧାମରେ ଶୁଭାରମ୍ଭ

Alochana new episode

https://www.youtube.com/watch?v=h2Jlw6Dbk9g&t=31s

PURCHESH THIS BOOK ONLY @ rS-500

Copyright © 2026 Sandhan News 
  • About Us|
  • Contact Us|
  • Recruitment|