Homeଜିଲ୍ଲା ପରିକ୍ରମାଅନୁଗୁଳସୁନ୍ଦରୀ ପୁଣି କଲା ମଣିଷ ଶିକାର ସୁନ୍ଦରୀ ପୁଣି କଲା ମଣିଷ ଶିକାର Manas Kumar Rout | October 21, 2018 | Spread the love8 8Shares ଅନୁଗୁଳ, ୨୧/୧୦ (ସନ୍ଧାନ ନିୟୁଜ): କିଛି ଦିନର ନୀରବତା ପୁଣି ମଣିଷ ଶିକାର କରିଛି ବାଘୁଣୀ ସୁନ୍ଦରୀ। ଅନୁଗୋଳ ଜିଲ୍ଲାର ଟାଇଂସି ଗ୍ରାମର ତ୍ରିନାଥ ସାହୁ ନିକଟସ୍ଥ ବିଲକୁ କାମ କରିବାକୁ ଯାଇଥିବା ବେଳେ ତାଙ୍କର ଶିକାର କରିଛି ବାଘୁଣୀ ସୁନ୍ଦରୀ। ଏଥିପାଇଁ ଲୋକେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହିଛନ୍ତି। ବନବିଭାଗର ପୂର୍ବ ପ୍ରତିଶ୍ରୁତି ଏବେ ପାଣିର ଗାର ପାଲଟି ଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୁନ୍ଦରୀ ଜନଜୀବନ ପ୍ରତି ବିପଦ ସୃଷ୍ଟି କରୁଥିଲେ ମଧ୍ୟ ତା’ଦାଉରୁ ଲୋକକୁ ରକ୍ଷା କରିବା ପାଇଁ ପ୍ରସାଶନ ଆନ୍ତରିକତା ଦେଖାଉନାହିଁ। 8Shares Related Posts ପୁଣି ୩୮୮ ସୁସ୍ଥ ହେଲେ July 11, 2020 | Sandhan News | ଅଧିକ ପଢନ୍ତୁ ରାଜ୍ୟରେ କରୋନା ୫ ନେଲା ମୁଣ୍ଡ – ମୃତ୍ୟୁ ସଂଖ୍ୟା ୬୧ କୁ ବୃଦ୍ଧି July 11, 2020 | Biswajit Parida | ଅଧିକ ପଢନ୍ତୁ କାର ଦୁର୍ଘଟଣାରେ ଉଜୁଡିଗଲା ପରିବାର, ସ୍ବାମୀ ସ୍ତ୍ରୀ ସମେତ ଶିଶୁପୁତ୍ରର ମୃତ୍ୟୁ January 10, 2023 | Santosh Rout | ଅଧିକ ପଢନ୍ତୁ ପକ୍ଷୀଙ୍କ ମଳରେ ବିଷାକ୍ତ ଓ ପୂତ୍ତିଗନ୍ଧମୟ ହୋଇପଡିଛି ଜେନାପୁର ରେଳଷ୍ଟେସନ ପୋଖରୀ, ମଲେଣି ଅନେକ ପଶୁପକ୍ଷୀ, ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିବ କେବେ? March 20, 2020 | Manas Kumar Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ରାଜ୍ୟରେ କରୋନା ୫ ନେଲା ମୁଣ୍ଡ – ମୃତ୍ୟୁ ସଂଖ୍ୟା ୬୧ କୁ ବୃଦ୍ଧି July 11, 2020 | Biswajit Parida | ଅଧିକ ପଢନ୍ତୁ
କାର ଦୁର୍ଘଟଣାରେ ଉଜୁଡିଗଲା ପରିବାର, ସ୍ବାମୀ ସ୍ତ୍ରୀ ସମେତ ଶିଶୁପୁତ୍ରର ମୃତ୍ୟୁ January 10, 2023 | Santosh Rout | ଅଧିକ ପଢନ୍ତୁ
ପକ୍ଷୀଙ୍କ ମଳରେ ବିଷାକ୍ତ ଓ ପୂତ୍ତିଗନ୍ଧମୟ ହୋଇପଡିଛି ଜେନାପୁର ରେଳଷ୍ଟେସନ ପୋଖରୀ, ମଲେଣି ଅନେକ ପଶୁପକ୍ଷୀ, ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିବ କେବେ? March 20, 2020 | Manas Kumar Rout | ଅଧିକ ପଢନ୍ତୁ