• About Us
  • Contact Us
  • Recruitment

Sandhan News

WISH YOU ENJOYFULL RATHAJATRA

WISH TO ALL READER AND DEVOTE ON THE EVE OF RATHAJATRA

SANDHANEWS.COM


Menu
  • ଓଡିଶା
  • ଜିଲ୍ଲା
    • ଅନୁଗୁଳ
    • କଟକ
    • ଯାଜପୁର
    • କନ୍ଧମାଳ
    • କଳାହାଣ୍ଡି
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଖୋର୍ଦ୍ଧା
    • କୋରାପୁଟ
    • ଗଞ୍ଜାମ
    • ଗଜପତି
    • ଜଗତସିଂହପୁର
    • ଝାରସୁଗୁଡ଼ା
    • ଢେଙ୍କାନାଳ
    • ଦେବଗଡ଼
    • ନବରଙ୍ଗପୁର
    • ନୟାଗଡ଼
    • ନୂଆପଡ଼ା
    • ପୁରୀ
    • ବରଗଡ଼
    • ବଲାଙ୍ଗୀର
    • ବାଲେଶ୍ବର
    • ବୌଦ୍ଧ
    • ମୟୁରଭଞ୍ଜ
    • ଭଦ୍ରକ
    • ମାଲକାନଗିରି
    • ରାୟଗଡ଼ା
    • ସମ୍ବଲପୁର
    • ସୁନ୍ଦରଗଡ଼
    • ସୁବର୍ଣ୍ଣପୁର
  • ରାଜନୀତି
  • ଜାତୀୟ
  • ଆନ୍ତର୍ଜାତୀୟ
  • ବାଣିଜ୍ୟ
  • ପ୍ରୟାସ
  • ସୀଡ୍
  • ଭିଡ଼ିଓ ଖବର
  • ଇ ପେପର (E Paper)
  • ମନୋରଞ୍ଜନ
  • ଅପରାଧ
  • ସ୍ବାସ୍ଥ୍ୟ
  • ଖେଳ
  • ସହର
    • କଟକ
    • ଭୁବନେଶ୍ୱର
    • ପୁରୀ
    • ବ୍ରହ୍ମପୁର
    • ରାଉରକେଲା
  • ଛବିରେ ଖବର
  • ସାହିତ୍ୟ
    • ଗଳ୍ପ
    • କବିତା
    • ଆମ ସଂସ୍କୃତି, କଳା ଓ ଐତିହ୍ୟ
  • ବ୍ୟକ୍ତିତ୍ବ
    • ବିରଳ ବ୍ୟକ୍ତିତ୍ବ
    • ସାକ୍ଷାତକାର
  • ଆପଣଙ୍କ ରିପୋର୍ଟ
  • ରାଶିଫଳ
  • ଆମ ପର୍ବ ପର୍ବାଣୀ
    • ପଣା ସଂକ୍ରାନ୍ତି
    • ଆମ ପିଠାପଣା
  • ଆମ ଐତିହ
  • SANDHAN LIVE TV
ତାଜା ଖବର
  • ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ :  ଆଗକୁ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ, ବିଜେପି ,ବିଜେଡି ଓ କଂଗ୍ରେସ ପ୍ରମୁଖ ତିନି ଦଳ ର ସଂଗଠନ ଅସଜଡ଼ା !
  • କାଳବୈଶାଖୀ ଝଡ଼ରେ ଉଡିଲା ଘରର ଆଜବେଷ୍ଟସ, ଖପର ; ରାସ୍ତାରେ ଗଛର ଡାଳ ପଡି ଅବରୋଧ
  • ହୁଟୁପାନି ଗ୍ରାମରୁ ଅବକାରୀ ବିଭାଗ ତରଫରୁ ଅତର୍କିତ ଚଢାଉ, ୫୧୦ କେଜି ମହୁଲ ଫୁଲ ଜବତ
  • ତଳସରା ଗ୍ରାମରେ ଜମୁଛି ଜୁଆ ଆଡ୍ଡା
  • ବିଗତ ଦିନର ବାଇକ ଦୁର୍ଘଟଣା କୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା, ଘଟଣା ତଦନ୍ତ ଘେରରେ
  • ବୁଲାଣି ରାସ୍ତା ରେ ବାଇକ ଦୁର୍ଘଟଣା ଜଣେ ମୃତ୍ୟୁ ଦୁଇ ଆହତ, ତଲସରା ଥାନା ରେ ଅଭିଯୋଗ
  • ଗ୍ରାମ୍ୟ ଜୀବନ ଦର୍ଶନ କାର୍ଯ୍ୟକ୍ରମ
  • ତଳସରା ଥାନା ପକ୍ଷରୁ “ଶିଶୁ ସାଥୀ ” ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ
  • ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପାଖରେ ସୋଲାର ପମ୍ପ ଥାଇ ଟୋପାଏ ପିଇବା ପାଇଁ ଲୋକେ ଡହଲ ବିକଳ
  • ପ୍ରମୋଦ ପତି ଫାଉଣ୍ଡେସନ ତରଫରୁ ମେଧା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା
Home
ଅପରାଧ
ସାରା ରାଜ୍ୟରେ ବଢିବାରେ ଲାଗିଛି ତାପମାତ୍ରା

ସାରା ରାଜ୍ୟରେ ବଢିବାରେ ଲାଗିଛି ତାପମାତ୍ରା

Manas Kumar Rout | March 30, 2020 |
Spread the love
     

ଭୁବନେଶ୍ୱର,  ୩୦ /୦୩ (ସନ୍ଧାନ ନିୟୁଜ) ଗୋଟିଏ ପଟେ ଦେଶ କରୋନାକୁ ନେଇ ଆତଙ୍କଜନକ ସ୍ଥିତିରେ ଥିବା ବେଳେ ଅନ୍ୟପଟେ ତାପମାତ୍ରା ବୃଦ୍ଧି କାରଣରୁ ଅଂଶୁଘାତ ଭୟ ସୃଷ୍ଟି ହେଲାଣି। ଏହାକୁ ଦୃଷ୍ଟିରେ ରଖି ଓସଡମାର ପରିଚାଳନା ନିର୍ଦେଶକ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି। ଚିଠି ଲେଖି ଜଣାଇଛନ୍ତି ଯେ ତାପମାତ୍ରା ବୃଦ୍ଧି କାରଣରୁ ଅଂଶୁଘାତ ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। ଏଣୁ କରୋନା ମୁକାବିଲା ସହିତ ଏ ଦିଗରେ ମଧ୍ୟ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇବା ଆବଶ୍ୟକ।  ଶ୍ରୀ ଜେନା ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ଗ୍ରୀଷ୍ମଋତୁ ପାଇଁ ସତର୍କ ରହିବା ଲାଗି ଓସଡମା ପୂର୍ବରୁ ସତର୍କ କରାଇଥିଲା। ଏବେ କିନ୍ତୁ ହଠାତ୍ ଦେଖାଯାଉଛି ଯେ ତାପମାତ୍ରା ବଢିବା ଆରମ୍ଭକଲାଣି। ଏହା ମଣିଷ, ପଶୁ ଆଦିଙ୍କ ପ୍ରତି ବିପଦ ବଢାଉଛି। ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ନିୟମିତ ଭାବେ ବଢ଼ିଚାଲିଛି। ଯଦି ଏହି ଧାରାରେ ତାପମାତ୍ରା ବଢିଚାଲେ, ତେବେ ଯେ କୌଣସି ମୁହୂର୍ତରେ ଭାରତର ପାଣିପାଗ ବିଭାଗ ଅଂଶୁଘାତ କଟକଣା ଜାରି କରିପାରନ୍ତି।

ReplyForward

 

Related Posts

ବାତିଲ ହେଲା ଆରକ୍ଷଣ ଓ ଆଟ୍ରୋସିଟି ବିରୋଧୀ ଆନ୍ଦୋଳନ

February 16, 2019 | Manas Kumar Rout |
ଅଧିକ ପଢନ୍ତୁ

କନ୍ଧମାଳ-ରାୟଗଡା ଜିଲ୍ଲା ସୀମାନ୍ତ ରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର 

January 22, 2026 | Manas Kumar Rout |
ଅଧିକ ପଢନ୍ତୁ

ବିଜୁ ଭବନରେ ୧୦୫ ତମ ବିଜୁ ଜୟନ୍ତୀ ପାଳିତ

March 5, 2021 | Sandhan News |
ଅଧିକ ପଢନ୍ତୁ

ସଡକ ଦୁର୍ଘଟଣାରେ 3 ମୃତ, 2 ଗୁରୁତର

April 16, 2020 | Manas Kumar Rout |
ଅଧିକ ପଢନ୍ତୁ

About The Author

Manas
More From This Author

Add Comment

Cancel reply

HAPPY NEW YEAR-2024

NETANKA SALARY PENSION

https://www.youtube.com/watch?v=F08PxOH-G8A&t=60s

ସ୍ୱତନ୍ତ୍ର

ମନେ ପଡନ୍ତି: ସ୍ୱାଧୀନତା ସଂଗ୍ରାମୀ ରମାଦେବୀ

ଗୁରୁ ନାନକ

ଚୈତନ୍ୟ

ପଦ୍ମଶ୍ରୀ ଜୟନ୍ତ ମହାପାତ୍ର

ପ୍ରତ୍ନତ‌ତ୍ତ୍ୱବିଦ୍ ରମେଶ ପ୍ରସାଦ ମହାପାତ୍ର

ସେପ୍ଟେମ୍ବର ମାସର ସନ୍ଧାନ ନିୟୁଜର ନିମ୍ନରେ ଥିବା ଲିଙ୍ଗରେ କ୍ଲିକ୍ କରି ଡାଉନଲୋଡ କରନ୍ତୁ

Buddhism during the Bhaumakara Period: A case of study on Social life in Odisha

ପରାଧୀନ ଭାରତର ମୁକ୍ତିପୀଠ ରକ୍ତତୀର୍ଥ ଇରମ

Urgent Required

  • Popular
  • Recent

Dibyadrasana

https://www.youtube.com/watch?v=Y2c8N7c5BzI&t=209s

ନୋଟିସ୍

ପ୍ରତିନିଧି ଆବଶ୍ୟକ 

ସ୍ୱତନ୍ତ୍ର ପ୍ରତିନିଧି ଆବଶ୍ୟକ, ଯୋଗାଯୋଗ-୯୪୩୭୮୧୯୩୭୫, ଶିକ୍ଷାଗତ ଯୋଗ୍ୟତା: +୩ (ସମ୍ମାନ) ବା ପ.ଜି ଯେକୈଣସି ବିଷୟରେ

FOR GOVT AND PRIVATE JOBS INFORMATION CONTACT-9437819735

Admission Open DU Public School Chandikhole Jajpur

Recent Posts

  • ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ :  ଆଗକୁ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ, ବିଜେପି ,ବିଜେଡି ଓ କଂଗ୍ରେସ ପ୍ରମୁଖ ତିନି ଦଳ ର ସଂଗଠନ ଅସଜଡ଼ା !
  • କାଳବୈଶାଖୀ ଝଡ଼ରେ ଉଡିଲା ଘରର ଆଜବେଷ୍ଟସ, ଖପର ; ରାସ୍ତାରେ ଗଛର ଡାଳ ପଡି ଅବରୋଧ
  • ହୁଟୁପାନି ଗ୍ରାମରୁ ଅବକାରୀ ବିଭାଗ ତରଫରୁ ଅତର୍କିତ ଚଢାଉ, ୫୧୦ କେଜି ମହୁଲ ଫୁଲ ଜବତ
  • ତଳସରା ଗ୍ରାମରେ ଜମୁଛି ଜୁଆ ଆଡ୍ଡା
  • ବିଗତ ଦିନର ବାଇକ ଦୁର୍ଘଟଣା କୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା, ଘଟଣା ତଦନ୍ତ ଘେରରେ
  • ବୁଲାଣି ରାସ୍ତା ରେ ବାଇକ ଦୁର୍ଘଟଣା ଜଣେ ମୃତ୍ୟୁ ଦୁଇ ଆହତ, ତଲସରା ଥାନା ରେ ଅଭିଯୋଗ
  • ଗ୍ରାମ୍ୟ ଜୀବନ ଦର୍ଶନ କାର୍ଯ୍ୟକ୍ରମ
  • ତଳସରା ଥାନା ପକ୍ଷରୁ “ଶିଶୁ ସାଥୀ ” ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ
  • ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପାଖରେ ସୋଲାର ପମ୍ପ ଥାଇ ଟୋପାଏ ପିଇବା ପାଇଁ ଲୋକେ ଡହଲ ବିକଳ
  • ପ୍ରମୋଦ ପତି ଫାଉଣ୍ଡେସନ ତରଫରୁ ମେଧା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା

Alochana new episode

https://www.youtube.com/watch?v=h2Jlw6Dbk9g&t=31s

PURCHESH THIS BOOK ONLY @ rS-500

Copyright © 2026 Sandhan News 
  • About Us|
  • Contact Us|
  • Recruitment|