• About Us
  • Contact Us
  • Recruitment

Sandhan News

WISH YOU ENJOYFULL RATHAJATRA

WISH TO ALL READER AND DEVOTE ON THE EVE OF RATHAJATRA

SANDHANEWS.COM


Menu
  • ଓଡିଶା
  • ଜିଲ୍ଲା
    • ଅନୁଗୁଳ
    • କଟକ
    • ଯାଜପୁର
    • କନ୍ଧମାଳ
    • କଳାହାଣ୍ଡି
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଖୋର୍ଦ୍ଧା
    • କୋରାପୁଟ
    • ଗଞ୍ଜାମ
    • ଗଜପତି
    • ଜଗତସିଂହପୁର
    • ଝାରସୁଗୁଡ଼ା
    • ଢେଙ୍କାନାଳ
    • ଦେବଗଡ଼
    • ନବରଙ୍ଗପୁର
    • ନୟାଗଡ଼
    • ନୂଆପଡ଼ା
    • ପୁରୀ
    • ବରଗଡ଼
    • ବଲାଙ୍ଗୀର
    • ବାଲେଶ୍ବର
    • ବୌଦ୍ଧ
    • ମୟୁରଭଞ୍ଜ
    • ଭଦ୍ରକ
    • ମାଲକାନଗିରି
    • ରାୟଗଡ଼ା
    • ସମ୍ବଲପୁର
    • ସୁନ୍ଦରଗଡ଼
    • ସୁବର୍ଣ୍ଣପୁର
  • ରାଜନୀତି
  • ଜାତୀୟ
  • ଆନ୍ତର୍ଜାତୀୟ
  • ବାଣିଜ୍ୟ
  • ପ୍ରୟାସ
  • ସୀଡ୍
  • ଭିଡ଼ିଓ ଖବର
  • ଇ ପେପର (E Paper)
  • ମନୋରଞ୍ଜନ
  • ଅପରାଧ
  • ସ୍ବାସ୍ଥ୍ୟ
  • ଖେଳ
  • ସହର
    • କଟକ
    • ଭୁବନେଶ୍ୱର
    • ପୁରୀ
    • ବ୍ରହ୍ମପୁର
    • ରାଉରକେଲା
  • ଛବିରେ ଖବର
  • ସାହିତ୍ୟ
    • ଗଳ୍ପ
    • କବିତା
    • ଆମ ସଂସ୍କୃତି, କଳା ଓ ଐତିହ୍ୟ
  • ବ୍ୟକ୍ତିତ୍ବ
    • ବିରଳ ବ୍ୟକ୍ତିତ୍ବ
    • ସାକ୍ଷାତକାର
  • ଆପଣଙ୍କ ରିପୋର୍ଟ
  • ରାଶିଫଳ
  • ଆମ ପର୍ବ ପର୍ବାଣୀ
    • ପଣା ସଂକ୍ରାନ୍ତି
    • ଆମ ପିଠାପଣା
  • ଆମ ଐତିହ
  • SANDHAN LIVE TV
ତାଜା ଖବର
  • ଶ୍ରୀ ଜଗନ୍ନାଥ ଚାରଣ ଗୋଷ୍ଟି ଓଡ଼ିଶା ପକ୍ଷରୁ ବୃକ୍ଷ ରୋପଣ। 
  • ବିଞ୍ଝାରପୁର ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
  • ଯାଜପୁରର ଶିବାଙ୍ଗୀଙ୍କୁ ମିଳିଲା ତ୍ୱରିତ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହାୟତା ଏମ୍ସ ଭୁବନେଶ୍ୱରରେ ହେଲା ହାତର ଅସ୍ତ୍ରୋପଚାର
  • ଜିଲ୍ଲାରେ ଜନଜାତିଙ୍କ ସର୍ବାଙ୍ଗୀଣ ବିକାଶ ଉପରେ ଗୁରୁତ୍ୱ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବୈଠକ
  • *ଯାଜପୁରରେ ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ମହୋତ୍ସବ-୨୦୨୬ ଉଦ୍‌ଘାଟିତ*
  • ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
  • ତଳସରା ଫାଟକ ଛକରେ ସ୍ବଚ୍ଛତା ହିଁ ସେବା ୨୦୨୬ ଶୁଭାରମ୍ଭ
  • ବିଜୁ ପଟ୍ଟନାୟକ ମାର୍ଗରେ ଓଲଟିଲା ୧୮ ଚକିଆ ଟ୍ରଲର, ଅଳ୍ପକେ ବର୍ତ୍ତିଲେ ଚାଳକ
  • ଘର ରୁ ୫୦୦ମିଟର ଦୂରତା ରେ ମିଳିଲା ଗାଁ ବ୍ୟକ୍ତି ଙ୍କ ଝୁଲନ୍ତା ଶବ
  • ଏକ ବର୍ଷୀୟ ଶିଶୁଙ୍କ ଗଳାରୁ ସୁନା ଲକେଟ୍ ଛଡ଼ାଇ ନେବା ଅଭିଯୋଗ ଦୁଇ ଅଭିଯୁକ୍ତ ଗିରଫ, ଲକେଟ୍ ଉଦ୍ଧାର
Home
ଅପରାଧ
ସାରା ରାଜ୍ୟରେ ବଢିବାରେ ଲାଗିଛି ତାପମାତ୍ରା

ସାରା ରାଜ୍ୟରେ ବଢିବାରେ ଲାଗିଛି ତାପମାତ୍ରା

Manas Kumar Rout | March 30, 2020 |
Spread the love
     

ଭୁବନେଶ୍ୱର,  ୩୦ /୦୩ (ସନ୍ଧାନ ନିୟୁଜ) ଗୋଟିଏ ପଟେ ଦେଶ କରୋନାକୁ ନେଇ ଆତଙ୍କଜନକ ସ୍ଥିତିରେ ଥିବା ବେଳେ ଅନ୍ୟପଟେ ତାପମାତ୍ରା ବୃଦ୍ଧି କାରଣରୁ ଅଂଶୁଘାତ ଭୟ ସୃଷ୍ଟି ହେଲାଣି। ଏହାକୁ ଦୃଷ୍ଟିରେ ରଖି ଓସଡମାର ପରିଚାଳନା ନିର୍ଦେଶକ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି। ଚିଠି ଲେଖି ଜଣାଇଛନ୍ତି ଯେ ତାପମାତ୍ରା ବୃଦ୍ଧି କାରଣରୁ ଅଂଶୁଘାତ ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। ଏଣୁ କରୋନା ମୁକାବିଲା ସହିତ ଏ ଦିଗରେ ମଧ୍ୟ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇବା ଆବଶ୍ୟକ।  ଶ୍ରୀ ଜେନା ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ଗ୍ରୀଷ୍ମଋତୁ ପାଇଁ ସତର୍କ ରହିବା ଲାଗି ଓସଡମା ପୂର୍ବରୁ ସତର୍କ କରାଇଥିଲା। ଏବେ କିନ୍ତୁ ହଠାତ୍ ଦେଖାଯାଉଛି ଯେ ତାପମାତ୍ରା ବଢିବା ଆରମ୍ଭକଲାଣି। ଏହା ମଣିଷ, ପଶୁ ଆଦିଙ୍କ ପ୍ରତି ବିପଦ ବଢାଉଛି। ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ନିୟମିତ ଭାବେ ବଢ଼ିଚାଲିଛି। ଯଦି ଏହି ଧାରାରେ ତାପମାତ୍ରା ବଢିଚାଲେ, ତେବେ ଯେ କୌଣସି ମୁହୂର୍ତରେ ଭାରତର ପାଣିପାଗ ବିଭାଗ ଅଂଶୁଘାତ କଟକଣା ଜାରି କରିପାରନ୍ତି।

ReplyForward

 

Related Posts

ବରୀର ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ଶିଳାନ୍ୟାସ କଲେ ମାନନୀୟ ମନ୍ତ୍ରୀ

November 14, 2022 | Sandhan News |
ଅଧିକ ପଢନ୍ତୁ

ବର୍ଷାରେ ଭାଙ୍ଗିଲା ପସରା ବାଉଁଶପୋଲ

March 12, 2020 | Biswajit Parida |
ଅଧିକ ପଢନ୍ତୁ

ତବଲିଗି ଜମାତ ବିରୁଦ୍ଧରେ ମାମଲା ରୁଜ୍ଜୁ

April 19, 2020 | Manas Kumar Rout |
ଅଧିକ ପଢନ୍ତୁ

ଭାରତ-ଚୀନ ସୀମାରେ ସଂଘର୍ଷରେ ସହିଦ ୨୦ ଜଣ ଯବାନଙ୍କ ନାମ ଜାରି କଲା ଭାରତୀୟ ସେନା

June 17, 2020 | Manas Kumar Rout |
ଅଧିକ ପଢନ୍ତୁ

About The Author

Manas
More From This Author

Add Comment

Cancel reply

HAPPY NEW YEAR-2024

NETANKA SALARY PENSION

https://www.youtube.com/watch?v=F08PxOH-G8A&t=60s

ସ୍ୱତନ୍ତ୍ର

ମନେ ପଡନ୍ତି: ସ୍ୱାଧୀନତା ସଂଗ୍ରାମୀ ରମାଦେବୀ

ଗୁରୁ ନାନକ

ଚୈତନ୍ୟ

ପଦ୍ମଶ୍ରୀ ଜୟନ୍ତ ମହାପାତ୍ର

ପ୍ରତ୍ନତ‌ତ୍ତ୍ୱବିଦ୍ ରମେଶ ପ୍ରସାଦ ମହାପାତ୍ର

ସେପ୍ଟେମ୍ବର ମାସର ସନ୍ଧାନ ନିୟୁଜର ନିମ୍ନରେ ଥିବା ଲିଙ୍ଗରେ କ୍ଲିକ୍ କରି ଡାଉନଲୋଡ କରନ୍ତୁ

Buddhism during the Bhaumakara Period: A case of study on Social life in Odisha

ପରାଧୀନ ଭାରତର ମୁକ୍ତିପୀଠ ରକ୍ତତୀର୍ଥ ଇରମ

Urgent Required

  • Popular
  • Recent

Dibyadrasana

https://www.youtube.com/watch?v=Y2c8N7c5BzI&t=209s

ନୋଟିସ୍

ପ୍ରତିନିଧି ଆବଶ୍ୟକ 

ସ୍ୱତନ୍ତ୍ର ପ୍ରତିନିଧି ଆବଶ୍ୟକ, ଯୋଗାଯୋଗ-୯୪୩୭୮୧୯୩୭୫, ଶିକ୍ଷାଗତ ଯୋଗ୍ୟତା: +୩ (ସମ୍ମାନ) ବା ପ.ଜି ଯେକୈଣସି ବିଷୟରେ

FOR GOVT AND PRIVATE JOBS INFORMATION CONTACT-9437819735

Admission Open DU Public School Chandikhole Jajpur

Recent Posts

  • ଶ୍ରୀ ଜଗନ୍ନାଥ ଚାରଣ ଗୋଷ୍ଟି ଓଡ଼ିଶା ପକ୍ଷରୁ ବୃକ୍ଷ ରୋପଣ। 
  • ବିଞ୍ଝାରପୁର ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
  • ଯାଜପୁରର ଶିବାଙ୍ଗୀଙ୍କୁ ମିଳିଲା ତ୍ୱରିତ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହାୟତା ଏମ୍ସ ଭୁବନେଶ୍ୱରରେ ହେଲା ହାତର ଅସ୍ତ୍ରୋପଚାର
  • ଜିଲ୍ଲାରେ ଜନଜାତିଙ୍କ ସର୍ବାଙ୍ଗୀଣ ବିକାଶ ଉପରେ ଗୁରୁତ୍ୱ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବୈଠକ
  • *ଯାଜପୁରରେ ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ମହୋତ୍ସବ-୨୦୨୬ ଉଦ୍‌ଘାଟିତ*
  • ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
  • ତଳସରା ଫାଟକ ଛକରେ ସ୍ବଚ୍ଛତା ହିଁ ସେବା ୨୦୨୬ ଶୁଭାରମ୍ଭ
  • ବିଜୁ ପଟ୍ଟନାୟକ ମାର୍ଗରେ ଓଲଟିଲା ୧୮ ଚକିଆ ଟ୍ରଲର, ଅଳ୍ପକେ ବର୍ତ୍ତିଲେ ଚାଳକ
  • ଘର ରୁ ୫୦୦ମିଟର ଦୂରତା ରେ ମିଳିଲା ଗାଁ ବ୍ୟକ୍ତି ଙ୍କ ଝୁଲନ୍ତା ଶବ
  • ଏକ ବର୍ଷୀୟ ଶିଶୁଙ୍କ ଗଳାରୁ ସୁନା ଲକେଟ୍ ଛଡ଼ାଇ ନେବା ଅଭିଯୋଗ ଦୁଇ ଅଭିଯୁକ୍ତ ଗିରଫ, ଲକେଟ୍ ଉଦ୍ଧାର

Alochana new episode

https://www.youtube.com/watch?v=h2Jlw6Dbk9g&t=31s

PURCHESH THIS BOOK ONLY @ rS-500

Copyright © 2026 Sandhan News 
  • About Us|
  • Contact Us|
  • Recruitment|