Homeଜିଲ୍ଲା ପରିକ୍ରମାକେନ୍ଦୁଝରଲୋଡର ଆଘାତରେ ମୋଟରସାକେଲ ଆରୋହୀ ଗୁରୁତର ଲୋଡର ଆଘାତରେ ମୋଟରସାକେଲ ଆରୋହୀ ଗୁରୁତର Santosh Rout | May 23, 2018 | Spread the love21 21Shares ଯୋଡା- ୨୩/୦୫ : (sandhan news / N Jena ) ମଙ୍ଗଳବାର ରାତି ପ୍ରାୟ ସାଢେ ୮ଟା ସମୟରେ କମାରଯୋଡା ସରକାରୀ ଡାକ୍ତରଖାନା ସମ୍ମୁଖରେ ଏକ ଲୋଡର ଆଘାତରେ ଜଣେ ମୋଟରସାଇକେଲ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି। ଆହତ ବ୍ୟକ୍ତି ଜଣଙ୍କ ହେଲେ ରାଉତ ମୁଣ୍ଡା ଏବଂ ଘର କମାରଯୋଡାରେ ବୋଲି ଜଣାପଡିଛି। ରାଉତ ମୁଣ୍ଡା ରକ୍ତାକ୍ତ ଅବସ୍ଥାରେ ସଂଗ୍ୟାହୀନ ହୋଇ ରାସ୍ତା ଉପରେ ପଡିଥିବା ବେଳେ ତାଙ୍କୁ କେତେ ଜଣ ସ୍ଥାନୀୟ ଯୁବକ ଯୋଡାସ୍ଥିତ ଟାଟା ଡାକ୍ତାରଖାନାକୁ ଆଣିଥିଲେ। ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ସଂଗ୍ୟା ଫେରିଥିଲା। ଘଟଣା ସ୍ଥଳରେ ଯୋଡା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ସମ୍ପୃକ୍ତ ଲୋଡରଟି ମୋଟରସାଇକେଲକୁ ଓଭରଟେକ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଲୋଡରର ଦାନ୍ତଟି ତାଙ୍କ ମୁଣ୍ଡରେ ବାଜିଥିବା ଜଣାପଡିଛି। 21Shares Related Posts ଜଣେ ଦୁର୍ବୃତଙ୍କ ଅନେକ ସମୟ ଧରି ସରକାରୀ ରାସ୍ତା ଅବରୋଧ ,ବ୍ଲକ ପ୍ରଶାସନର ଅପାରଗତା May 15, 2021 | Sandhan News | ଅଧିକ ପଢନ୍ତୁ ବିଶିଷ୍ଟ କମୁ୍ୟନିଷ୍ଟ ନେତା କମ୍ରେଡ କାହ୍ନୁଚରଣ ଜେନାଙ୍କ ଶ୍ରଦ୍ଧାଞ୍ଜଳି ସଭା December 29, 2018 | Manas Kumar Rout | ଅଧିକ ପଢନ୍ତୁ ଦୁର୍ଘଟଣାରେ ୪ ମୃତ, ଡାକ୍ତରଖାନାରେ ଶୋକାକୁଳ ପରିବେଶ January 11, 2020 | Manas Kumar Rout | ଅଧିକ ପଢନ୍ତୁ ରାଉରକେଲାରୁ ଉଠିଲା ବଫର ଜୋନ May 26, 2020 | Manas Kumar Rout | ଅଧିକ ପଢନ୍ତୁ About The Author Santosh More From This Author Add Comment Cancel reply Save my name, email, and website in this browser for the next time I comment.
ଜଣେ ଦୁର୍ବୃତଙ୍କ ଅନେକ ସମୟ ଧରି ସରକାରୀ ରାସ୍ତା ଅବରୋଧ ,ବ୍ଲକ ପ୍ରଶାସନର ଅପାରଗତା May 15, 2021 | Sandhan News | ଅଧିକ ପଢନ୍ତୁ
ବିଶିଷ୍ଟ କମୁ୍ୟନିଷ୍ଟ ନେତା କମ୍ରେଡ କାହ୍ନୁଚରଣ ଜେନାଙ୍କ ଶ୍ରଦ୍ଧାଞ୍ଜଳି ସଭା December 29, 2018 | Manas Kumar Rout | ଅଧିକ ପଢନ୍ତୁ