Homeଜିଲ୍ଲା ପରିକ୍ରମାମୟୁରଭଞ୍ଜଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜିପିଟିଏ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜିପିଟିଏ Santosh Rout | May 31, 2018 | Spread the love16 16Shares ମୟୁରଭଞ୍ଜ, (ସନ୍ଧାନ ନିୟୁଜ୍)- ୪ହଜାରଟଙ୍କା ଲାଞ୍ଚନେବାବେଳେ ମୟୁରଭଞ୍ଜ ଭିଜିଲାନ୍ସ ହାତରେ ଧରାପଡିଲେ ମୋରଡ଼ାବ୍ଲକ ଦୁର୍ଗାପୁର ପଞ୍ଚାୟତର ଜିପିଟିଏ ଜିପିଟିଏ ରାଜଶ୍ରୀ ସାହୁ। ଠିକାଦାର ଅମରେଶ ବେହେରାଙ୍କ ଠାରୁ ଗାର୍ଡଵାଲ କାମର ବିଲ କରିବା ପାଇଁ ସାତ ହଜାର ଟଙ୍କା ମାଗି ଥିଲେ। ଉକ୍ତ ଘଟଣା ସମ୍ପର୍କରେ ସେ ମୟୁରଭଞ୍ଜ ଭିଜିଲାନ୍ସ ଟିମ ସହିତ ଯୋଗାଯୋଗ କରି ଥିଲେ। ଆଜି ଦିନ ୧୨.୫୦ ମି ସମୟରେ ଚାରି ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। 16Shares Related Posts ବାଘୁଆ କଳାପଥର ଖାଦନରେ ମାଫିଆ ମାନେ ପୁଣି ସକ୍ରିୟ; କଳା ପଥର ଚୋରା ଚାଲାଣବେଳେ ୪ ଗାଡି ଜବତ March 18, 2020 | Manas Kumar Rout | ଅଧିକ ପଢନ୍ତୁ ଜିଲ୍ଳ୍ା ସଦର ମହକୁମାସ୍ଥ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପ୍ରାଙ୍ଗଣରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ June 23, 2023 | Hemanta Bhainsa | ଅଧିକ ପଢନ୍ତୁ ସପ୍ତାହନ୍ତ ରବିବାର ସଟଉାଉନକୁ ବେଖାତିର, ପୁଲିସ ଯାଂଚ କଡ଼ାକଡ଼ି August 9, 2020 | Sandhan News | ଅଧିକ ପଢନ୍ତୁ ଟାଙ୍ଗରପାଳି ବ୍ଲକ ମହୁଳପାଳି ପଞ୍ଚୟତ କୁରଗା ଗ୍ରାମରେ ଜଣେ ଯୁବକର କୋଭିଡ ରେ ମୃତ୍ୟୁ May 24, 2021 | Sandhan News | ଅଧିକ ପଢନ୍ତୁ About The Author Santosh More From This Author Add Comment Cancel reply Save my name, email, and website in this browser for the next time I comment.
ବାଘୁଆ କଳାପଥର ଖାଦନରେ ମାଫିଆ ମାନେ ପୁଣି ସକ୍ରିୟ; କଳା ପଥର ଚୋରା ଚାଲାଣବେଳେ ୪ ଗାଡି ଜବତ March 18, 2020 | Manas Kumar Rout | ଅଧିକ ପଢନ୍ତୁ
ଜିଲ୍ଳ୍ା ସଦର ମହକୁମାସ୍ଥ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପ୍ରାଙ୍ଗଣରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ June 23, 2023 | Hemanta Bhainsa | ଅଧିକ ପଢନ୍ତୁ
ଟାଙ୍ଗରପାଳି ବ୍ଲକ ମହୁଳପାଳି ପଞ୍ଚୟତ କୁରଗା ଗ୍ରାମରେ ଜଣେ ଯୁବକର କୋଭିଡ ରେ ମୃତ୍ୟୁ May 24, 2021 | Sandhan News | ଅଧିକ ପଢନ୍ତୁ