ଯାଜପୁର ସଦର, : ୧୫/୪/୨୬ (ସନ୍ଧାନ ନ୍ୟୁଜ ) ଯାଜପୁର ଜିଲ୍ଲା ବରୀ ବ୍ଲକ ଗୋଳକୁଣ୍ଡ ପଂଚାୟତର ଆରାଧ୍ୟ୍ୟ ଦେବୀ ମା ବଟ ମଙ୍ଗଳାଙ୍କ ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରାଯିବା ସହି ବରିଷ୍ଠ ପଣ୍ଡିତ ମାନଙ୍କ ତତ୍ୱାବଧାନରେ ଏହି ଯଜ୍ଞ କାର୍ଯ୍ୟ କରଯାଉଚି । ଏନେଇ ମା ବଟ ମଙ୍ଗଳା ପୂଜା କମିଟି ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦେଇଚି । ମା ବଟ ମଙ୍ଗଳାଙ୍କ ଯଜ୍ଞ ୯ଦିନ ଧରି ଅନୁଷ୍ଟିତ ହେବ ବୋଲି ସୂଚନା ମିଳିଚି । ପ୍ରତ୍ରେକ ସଂଧ୍ୟାରେ ସାଂସ୍ୃତିକ କାର୍ଯ୍ୟକ୍ରମ କରାଯାଉଥିବା ବେଳେ, କମିଟି ବରୀ ପୋଲିସ ପକ୍ଷରୁ ତିକ୍ଷ୍ଣ ନଜର ରଖାଯାଇଚି ।
ମା ବଟ ମଙ୍ଗଳାଙ୍କ ଯଜ୍ଞ ଅନୁଷ୍ଟିତ ହେଉଚି
|
April 15, 2026 |



