• About Us
  • Contact Us
  • Recruitment

Sandhan News

WISH YOU ENJOYFULL RATHAJATRA

WISH TO ALL READER AND DEVOTE ON THE EVE OF RATHAJATRA

SANDHANEWS.COM


Menu
  • ଓଡିଶା
  • ଜିଲ୍ଲା
    • ଅନୁଗୁଳ
    • କଟକ
    • ଯାଜପୁର
    • କନ୍ଧମାଳ
    • କଳାହାଣ୍ଡି
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଖୋର୍ଦ୍ଧା
    • କୋରାପୁଟ
    • ଗଞ୍ଜାମ
    • ଗଜପତି
    • ଜଗତସିଂହପୁର
    • ଝାରସୁଗୁଡ଼ା
    • ଢେଙ୍କାନାଳ
    • ଦେବଗଡ଼
    • ନବରଙ୍ଗପୁର
    • ନୟାଗଡ଼
    • ନୂଆପଡ଼ା
    • ପୁରୀ
    • ବରଗଡ଼
    • ବଲାଙ୍ଗୀର
    • ବାଲେଶ୍ବର
    • ବୌଦ୍ଧ
    • ମୟୁରଭଞ୍ଜ
    • ଭଦ୍ରକ
    • ମାଲକାନଗିରି
    • ରାୟଗଡ଼ା
    • ସମ୍ବଲପୁର
    • ସୁନ୍ଦରଗଡ଼
    • ସୁବର୍ଣ୍ଣପୁର
  • ରାଜନୀତି
  • ଜାତୀୟ
  • ଆନ୍ତର୍ଜାତୀୟ
  • ବାଣିଜ୍ୟ
  • ପ୍ରୟାସ
  • ସୀଡ୍
  • ଭିଡ଼ିଓ ଖବର
  • ଇ ପେପର (E Paper)
  • ମନୋରଞ୍ଜନ
  • ଅପରାଧ
  • ସ୍ବାସ୍ଥ୍ୟ
  • ଖେଳ
  • ସହର
    • କଟକ
    • ଭୁବନେଶ୍ୱର
    • ପୁରୀ
    • ବ୍ରହ୍ମପୁର
    • ରାଉରକେଲା
  • ଛବିରେ ଖବର
  • ସାହିତ୍ୟ
    • ଗଳ୍ପ
    • କବିତା
    • ଆମ ସଂସ୍କୃତି, କଳା ଓ ଐତିହ୍ୟ
  • ବ୍ୟକ୍ତିତ୍ବ
    • ବିରଳ ବ୍ୟକ୍ତିତ୍ବ
    • ସାକ୍ଷାତକାର
  • ଆପଣଙ୍କ ରିପୋର୍ଟ
  • ରାଶିଫଳ
  • ଆମ ପର୍ବ ପର୍ବାଣୀ
    • ପଣା ସଂକ୍ରାନ୍ତି
    • ଆମ ପିଠାପଣା
  • ଆମ ଐତିହ
  • SANDHAN LIVE TV
ତାଜା ଖବର
  • ଭୟଙ୍କର ସଡ଼କ ଦୁର୍ଘଟଣା: ବସ୍-କାର୍ ମୁହାଁମୁହିଁ ଧକ୍କା, ୨ ମୃତ, ଜଣେ ଗୁରୁତର
  • ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
  • ତିହିଡ଼ି ବ୍ଲକ ରେ ଅବକାରୀ ଦ୍ରବ୍ୟ ର ଖୋଲା କାରବାର କୁ ରୋକି ପାରିବେ କି ନୂଆ ତିହିଡ଼ି ଥାନା ଆଇ ଆଇ ସି ଲୋପାମୁଦ୍ରା ନାୟକ
  • କବାଟବନ୍ଧ ରଣାସାହିରେ ଶନିଶ୍ଚରଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା: ପୂର୍ଣ୍ଣାହୁତିରେ ଉଛୁଳୁଛି ଆଧ୍ୟାତ୍ମିକତାର ପରିବେଶ
  • ପର୍ଯ୍ୟଟନ ସ୍ଥଳ କୁ ସଫା ସୁତୁରା ରଖିବା। ଆମ କର୍ତ୍ୟବ। ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା
  • ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
  • ତଲସରା ଛକ ତଥା ଥାନା ସାମ୍ନା ରେ ଅଳିଆ ଆବର୍ଜନା ହେଉଥିବା ବେଳେ ଅଳିଆ ଆବର୍ଜନା ଖାଇ ଗୋରୁ ଗାଈ ଅସୁସ୍ଥ
  • କଲାଣ୍ଡ ଗ୍ରାମରେ ଗ୍ରହରାଜ ଶନିଦେବଙ୍କ ଜଳ ଅଭିଷେକ: ଶତାଧିକ ମହିଳାଙ୍କ ସମାଗମ
  • ବିରୂପା ନଦୀରେ ବୁଡ଼ି ନାବାଳକର ମୃତ୍ୟୁ
  • ସୀତା ନବମୀ ଅବସରରେ ଧୈର୍ଯ୍ୟ ଏବଂ ସମର୍ପଣର ସଂଚାର
Home
ସାହିତ୍ୟ
ଆମ ସଂସ୍କୃତି, କଳା ଓ ଐତିହ୍ୟ
ଆମ ପର୍ବ ପର୍ବାଣୀ
ମହାମାରୀ ନିରାକରଣ ନିମନ୍ତେ ବାଡ଼ି ନୃସିଂହ ବିଜେ

ମହାମାରୀ ନିରାକରଣ ନିମନ୍ତେ ବାଡ଼ି ନୃସିଂହ ବିଜେ

Manas Kumar Rout | March 29, 2020 |
Spread the love
     
ଶ୍ରୀକ୍ଷେତ୍ର ୨୯•୩-Dr syamichidananda brahmachari
ଅତୀତରେ ମହା ଦୁର୍ବିପାକ ମହାମାରୀର ବିନାଶ ପାଇଁ ସୂର୍ଯ୍ୟ ବଂଶର ରାଜା ପୁରୁଷୋତ୍ତମ ଦେବ ନଗରରେ ମହାପ୍ରଭୁ ନୃସିଂହଙ୍କୁ ପରିଭ୍ରମଣ କରାଇ ସୁଖଶାନ୍ତି ଫେରାଇ ଆଣିବା ପାଇଁ ଶ୍ରୀମନ୍ଦିର ମଧ୍ୟରେ ସ୍ଥିତ ବେହେରଣ ମଣ୍ଡପରେ ସ୍ଥାପନ କରିଥିଲେ। ସାଧାରଣତଃ ଶ୍ରାବଣ ଶୁକ୍ଳ ନବମୀ,ପଣ୍ଡୁ ପୂର୍ଣ୍ଣିମା, ମାର୍ଗଶୀର ଶୁକ୍ଳ ଚତୁର୍ଦ୍ଦଶୀ, ଚୈତ୍ର ଶୁକ୍ଳ ଚତୁର୍ଥୀ ଦିନ ବାଡ଼ି ନୃସିଂହ ୪ ଆଶ୍ରମ ବିଜେ କରିଥାନ୍ତି। ଶାସ୍ତ୍ରାଦି ମତରେ ଉନବିଂଶ ଶତାବ୍ଦୀରେ ଯେତେବେଳେ ହଇଜା ମହାମାରୀ ପୁରୀ ସହରରେ ବ୍ୟାପିଥିଲା ସେହି ସମୟରେ ମହାପ୍ରଭୁ ବାଡି ନୃସିଂହ ରୂପରେ ଶ୍ରୀମନ୍ଦିରରୁ ବାହାରି ଏହି କ୍ଷେତ୍ରକୁ ରକ୍ଷା କରିଥିଲେ । ସେଥିପାଇଁ ଶାସ୍ତ୍ରରେ ବର୍ଣ୍ଣିତ ଅଛି
“ହିରଣ୍ୟକଶିପୁଂ ହତ୍ବା ଦେବଦେବଂ ଜଗଦ୍ ଗୁରୁଂ।
ସୁଖାସୀନଂ ତଦୁତ୍ ସଙ୍ଗେ ଶାନ୍ତକୋପଂ ରମାପତିମ୍।।”
ଆଜି ଶ୍ରୀମନ୍ଦିର ରେ ହୋଇଥିବା ବିଶେଷ ନୀତି :
ଚୈତ୍ର ଶୁକ୍ଳ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରୁ ବାଡ଼ି ନୃସିଂହ ବିଜେ କରିଥାନ୍ତି। ଏହି ଦିନ ମଧ୍ୟାହ୍ନ ଧୂପ ପରେ ଦକ୍ଷିଣି ଘରୁ ନୃସିଂହ ବିଜେ କରି ଆଜ୍ଞାମାଳ ପ୍ରାପ୍ତ ହୋଇ ଝୁଲଣ ମଣ୍ଡପ(ମୁକ୍ତି ମଣ୍ଡପ) ତଳେ ଥିବା ବିମାନରେ ଅଧିଷ୍ଠିତ ହୋଇଥାନ୍ତି । ନୀତି ନିମନ୍ତେ ପର୍ବଯାତ୍ରା ଯୋଗାଣିଆ ଆବଶ୍ୟକୀୟ ଜିନିଷ ଆଦି ଯୋଗାଇଥାନ୍ତି ଓ ମହାଜନ (ପୁଷ୍ପାଳକ ସେବକ) ନୃସିଂହଙ୍କୁ ବିମାନ କୁ ବିଜେ କରିଥାନ୍ତି। ଏହାପରେ ବିମାନ ବଡ଼ୁ ସେବକ ମାନେ ବିମାନ କୁ ସ୍କନ୍ଧ ରେ  ସିଂହଦ୍ୱାର ଦ୍ୱାର ଦେଇ ମାର୍କଣ୍ଡ , ଅଙ୍ଗିରା , କଣ୍ଡୁ ଓ ଭୃଗୁ ଆଦି ୪ ଆଶ୍ରମ କୁ ବିଜେ କରାଇଥାନ୍ତି।
୪ ଆଶ୍ରମ ରେ ଶୀତଳ ଭୋଗ ପୂଜାପଣ୍ଡା ସେବକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥାଏ। ଏହି ଦିନ ନୃସିଂହ ବିଜେ ସମୟରେ ସହର ର ବିଭିନ୍ନ ମଠ , ଜାଗା , ଆଖେଡ଼ା ଓ ବ୍ୟକ୍ତି ବିଶେଷ ଙ୍କ ତରଫରୁ ପ୍ରାୟ ୪୨ ସ୍ଥାନରେ ପନ୍ତି ଭୋଗ ହୋଇଥାଏ। ତତ୍ପରେ ନୃସିଂହ ଙ୍କୁ ଶ୍ରୀମନ୍ଦିର କୁ ବାହୁଡ଼ା ବିଜେ କରିଥାନ୍ତି।
ଅନନ୍ୟ ଆମ ଜଗନ୍ନାଥ ଚେତନା ଓ ସଂସ୍କୃତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଶ୍ରୀକ୍ଷେତ୍ର ରେ ବିଭିନ୍ନ ମାନବିକ ଲୀଳା କରିଥାନ୍ତି। ମାନବ ସମାଜ ପ୍ରତି ଘଟୁଥିବା ପ୍ରତିଟି ବିପତ୍ତି ସହ ଜଡିତ ମହାପ୍ରଭୁଙ୍କ କିଛି ନୀତି ଓ ପରମ୍ପରା।
ମହାମାରୀକୁ ପ୍ରତିହତ କରିବା ପାଇଁ ଶ୍ରୀମନ୍ଦିରରେ ରହିଛି ଏକ ଅନନ୍ୟ ପରମ୍ପରା ”ବାଡ଼ି ନୃସିଂହ ବିଜେ” । ପ୍ରତିବର୍ଷ ଚୈତ୍ର ମାସ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରୁ ବାଡ଼ି ନୃସିଂହ ନଗର ପରିକ୍ରମା ଚାରି ଆଶ୍ରମ କୁ ବିଜେ କରି ଜଗତ କଲ୍ୟାଣ କରିଥାନ୍ତି।  ଏହାଛଡା ପ୍ରତିବର୍ଷ ପଣ୍ଡୁ ପୂର୍ଣ୍ଣିମା ପୂର୍ବ ଦିନ  ରେ ମଧ୍ୟ ବାଡ଼ି ନୃସିଂହ ବିଜେ କରିଥାନ୍ତି।
ଆଜି ପବିତ୍ର ଚୈତ୍ର ମାସ ଶୁକ୍ଳ ଚତୁର୍ଥୀ ତିଥି , ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମଧ୍ୟାହ୍ନ ଧୂପ ପରେ ଦକ୍ଷିଣି ଘରୁ ନୃସିଂହ ବିଜେ କରି ଆଜ୍ଞାମାଳ ପ୍ରାପ୍ତ ହୋଇ ଝୁଲଣ ମଣ୍ଡପ(ମୁକ୍ତି ମଣ୍ଡପ) ତଳେ ଥିବା ବିମାନରେ ଅଧିଷ୍ଠିତ ହୋଇଥାନ୍ତି । ନୀତି ନିମନ୍ତେ ପର୍ବଯାତ୍ରା ଯୋଗାଣିଆ ଆବଶ୍ୟକୀୟ ଜିନିଷ ଆଦି ଯୋଗାଇଥାନ୍ତି ଓ ମହାଜନ (ପୁଷ୍ପାଳକ ସେବକ) ନୃସିଂହଙ୍କୁ ବିମାନ କୁ ବିଜେ କରିଥାନ୍ତି। ଏହାପରେ ବିମାନ ବଡ଼ୁ ସେବକ ମାନେ ବିମାନ କୁ ସ୍କନ୍ଧ ରେ  ସିଂହଦ୍ୱାର ଦ୍ୱାର ଦେଇ ମାର୍କଣ୍ଡ , ଅଙ୍ଗିରା , କଣ୍ଡୁ ଓ ଭୃଗୁ ଆଦି ୪ ଆଶ୍ରମ କୁ ବିଜେ କରାଇଥାନ୍ତି।
୪ ଆଶ୍ରମ ରେ ଶୀତଳ ଭୋଗ ପୂଜାପଣ୍ଡା ସେବକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥାଏ। ଏହି ଦିନ ବିଜେ ସମୟରେ ସହର ର ବିଭିନ୍ନ ମଠ , ଜାଗା , ଆଖେଡ଼ା ଓ ବ୍ୟକ୍ତି ବିଶେଷ ଙ୍କ ତରଫରୁ ପ୍ରାୟ ୪୨ ସ୍ଥାନରେ ପନ୍ତି ଭୋଗ ହୋଇଥାଏ। ତତ୍ପରେ ନୃସିଂହ ଙ୍କୁ ଶ୍ରୀମନ୍ଦିର କୁ ବାହୁଡ଼ା ବିଜେ କରିଥାନ୍ତି।
“ତ୍ରାଭି ବିଷ୍ଣୁ ଜଗନ୍ନାଥ ପାଣ୍ଡୁରୁପ ନମୋସ୍ତୁତେ ।
 ନରସିଂହ ମହାବୀର୍ଯ୍ୟ ତ୍ରାହିମାଂ ଦୀପ୍ତ ଲୋଚନ ।।”
ବାଡ଼ି ନୃସିଂହ ବିଜେ ନୀତିରେ ଏକ ମହତ ଉଦ୍ଧେଶ୍ୟ ରହିଛି । ଯେତେବେଳେ ଏହି ମାନବ ସମାଜ କୁ ମହାମରୀ ଗ୍ରାସ କରିଛି ସେତେବେଳେ ସ୍ୱୟଂ ମହାପ୍ରଭୁ ଏହାର ନିରାକରଣ କରିଥାନ୍ତି । ତେବେ ଇତିହାସ ପୃଷ୍ଠାରେ ଜଣାପଡେ କି ୧୯୦୩-୧୯୦୫ ମସିହା ରେ ଦେଶରେ ମହାମାରୀ ପଡିଥିଲା , ପୋକ ମାଛି ପରି ଲୋକ ପ୍ରାଣତ୍ୟାଗ କରୁଥିଲେ । ଏହାକୁ ଆୟତ୍ତ ନିମନ୍ତେ ସେବର ଦେଉଳ କମାଣ୍ଡର କିଛି ପଣ୍ଡିତଙ୍କୁ ଡକାଇ ଏହି ମହାମାରୀ ର ନିରାକରଣ ନିମନ୍ତେ ମହାପ୍ରଭୁଙ୍କ ଶରଣ ପଶିଥିଲେ। ଏହି ସମୟରେ ବାଡ଼ି ନୃସିଂହ ବିଜେ ପରମ୍ପରା ଆରମ୍ଭ ହୋଇଥିଲା। ମହାପ୍ରଭୁ ବାଡ଼ି ନୃସିଂହ ରୂପେ ନଗର ବିଜେ କରିବା ପରେ ଏହି ମହାମାରୀ ଆୟତ୍ତ ହୋଇଥିଲା। ସେବେ ଠୁ ଏହି ନୀତି ଆଜି ମଧ୍ୟ ପାଳନ କରାଯାଉଛି।
ଯେପରି କୁହାଯାଇଥାଏ  ଇତିହାସ ସବୁବେଳେ ପୁନରାବୃତ୍ତି ହୋଇଥାଏ। ସେଇଭଳି ଆଜି ବିଶ୍ୱ ଏକ ମହାମାରୀ ରେ ଆକ୍ରାନ୍ତ । ଏହି ମହାମାରୀ ରେ ବହୁ ଜୀବନ ହାନି ହେଲାଣି।  ଜଗତର କଲ୍ୟାଣ ନିମନ୍ତେ , ଏହି ମହମାରୀର ନିବାରଣ ନିମନ୍ତେ  ଆମେ ଶ୍ରୀ ନୃସିଂହ ମହାପ୍ରଭୁଙ୍କ ଶ୍ରୀଚରଣେ  ପ୍ରାର୍ଥନା କରୁଛୁ ।

Related Posts

ଗୁରୁ ନାନକ

ଗୁରୁ ନାନକ

December 16, 2018 | Manas Kumar Rout |
ଅଧିକ ପଢନ୍ତୁ

ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ

March 14, 2026 | Manas Kumar Rout |
ଅଧିକ ପଢନ୍ତୁ

ଧର୍ମଶାଳାରେ ମକର ମିଳନ; ପ୍ରତ୍ୟେକ ଓଡିଆ ଯୁବକ ଭାଗବତ ପ୍ରଚାର ପ୍ରସାରର ନେତୃତ୍ୱ ନିଅନ୍ତୁ

January 14, 2021 | Sandhan News |
ଅଧିକ ପଢନ୍ତୁ

ସ୍ୱାମୀ ବିବେକାନନ୍ଦ

June 5, 2019 | Manas Kumar Rout |
ଅଧିକ ପଢନ୍ତୁ

About The Author

Manas
More From This Author

Add Comment

Cancel reply

HAPPY NEW YEAR-2024

NETANKA SALARY PENSION

https://www.youtube.com/watch?v=F08PxOH-G8A&t=60s

ସ୍ୱତନ୍ତ୍ର

ମନେ ପଡନ୍ତି: ସ୍ୱାଧୀନତା ସଂଗ୍ରାମୀ ରମାଦେବୀ

ଗୁରୁ ନାନକ

ଚୈତନ୍ୟ

ପଦ୍ମଶ୍ରୀ ଜୟନ୍ତ ମହାପାତ୍ର

ପ୍ରତ୍ନତ‌ତ୍ତ୍ୱବିଦ୍ ରମେଶ ପ୍ରସାଦ ମହାପାତ୍ର

ସେପ୍ଟେମ୍ବର ମାସର ସନ୍ଧାନ ନିୟୁଜର ନିମ୍ନରେ ଥିବା ଲିଙ୍ଗରେ କ୍ଲିକ୍ କରି ଡାଉନଲୋଡ କରନ୍ତୁ

Buddhism during the Bhaumakara Period: A case of study on Social life in Odisha

ପରାଧୀନ ଭାରତର ମୁକ୍ତିପୀଠ ରକ୍ତତୀର୍ଥ ଇରମ

Urgent Required

  • Popular
  • Recent

Dibyadrasana

https://www.youtube.com/watch?v=Y2c8N7c5BzI&t=209s

ନୋଟିସ୍

ପ୍ରତିନିଧି ଆବଶ୍ୟକ 

ସ୍ୱତନ୍ତ୍ର ପ୍ରତିନିଧି ଆବଶ୍ୟକ, ଯୋଗାଯୋଗ-୯୪୩୭୮୧୯୩୭୫, ଶିକ୍ଷାଗତ ଯୋଗ୍ୟତା: +୩ (ସମ୍ମାନ) ବା ପ.ଜି ଯେକୈଣସି ବିଷୟରେ

FOR GOVT AND PRIVATE JOBS INFORMATION CONTACT-9437819735

Admission Open DU Public School Chandikhole Jajpur

Recent Posts

  • ଭୟଙ୍କର ସଡ଼କ ଦୁର୍ଘଟଣା: ବସ୍-କାର୍ ମୁହାଁମୁହିଁ ଧକ୍କା, ୨ ମୃତ, ଜଣେ ଗୁରୁତର
  • ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
  • ତିହିଡ଼ି ବ୍ଲକ ରେ ଅବକାରୀ ଦ୍ରବ୍ୟ ର ଖୋଲା କାରବାର କୁ ରୋକି ପାରିବେ କି ନୂଆ ତିହିଡ଼ି ଥାନା ଆଇ ଆଇ ସି ଲୋପାମୁଦ୍ରା ନାୟକ
  • କବାଟବନ୍ଧ ରଣାସାହିରେ ଶନିଶ୍ଚରଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା: ପୂର୍ଣ୍ଣାହୁତିରେ ଉଛୁଳୁଛି ଆଧ୍ୟାତ୍ମିକତାର ପରିବେଶ
  • ପର୍ଯ୍ୟଟନ ସ୍ଥଳ କୁ ସଫା ସୁତୁରା ରଖିବା। ଆମ କର୍ତ୍ୟବ। ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା
  • ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
  • ତଲସରା ଛକ ତଥା ଥାନା ସାମ୍ନା ରେ ଅଳିଆ ଆବର୍ଜନା ହେଉଥିବା ବେଳେ ଅଳିଆ ଆବର୍ଜନା ଖାଇ ଗୋରୁ ଗାଈ ଅସୁସ୍ଥ
  • କଲାଣ୍ଡ ଗ୍ରାମରେ ଗ୍ରହରାଜ ଶନିଦେବଙ୍କ ଜଳ ଅଭିଷେକ: ଶତାଧିକ ମହିଳାଙ୍କ ସମାଗମ
  • ବିରୂପା ନଦୀରେ ବୁଡ଼ି ନାବାଳକର ମୃତ୍ୟୁ
  • ସୀତା ନବମୀ ଅବସରରେ ଧୈର୍ଯ୍ୟ ଏବଂ ସମର୍ପଣର ସଂଚାର

Alochana new episode

https://www.youtube.com/watch?v=h2Jlw6Dbk9g&t=31s

PURCHESH THIS BOOK ONLY @ rS-500

Copyright © 2026 Sandhan News 
  • About Us|
  • Contact Us|
  • Recruitment|