ଯାଜପୁର, ୧୫/୦୭ (ସନ୍ଧାନ ନିଉଜ) : ସରକାରୀ କାର୍ଯ୍ୟରେ ଅବହେଳା କାରଣରୁ ବରୀ ବ୍ଳକର ରତଳାଙ୍ଗ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ସହଦେବ ବେହେରାଙ୍କୁ ଜିଲ୍ଳ୍ାପାଳ ରଂଜନ କୁମାର ଦାସଙ୍କ ଆଦେଶରେ କାର୍ଯ୍ୟରୁ ନିଲମ୍ୱନ କରାଯାଇଚ୍ଥି । ଓଡିଶା ପ୍ରଶାସନିକ ଆଇନ (ସି.ସି.ଏ.) ୧୯୬୨ ରୁଲ ୧୨ ଅନୁଯାୟୀ ଶ୍ରୀ ବେହେରାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ନିଲମ୍ୱନ ସମୟରେ ଜିଲ୍ଳ୍ା ପଞ୍ଚାୟତ କାର୍ଯ୍ୟାଳୟକୁ ତାଙ୍କର ହେଡକ୍ୱାର୍ଟର ଧାର୍ଯ୍ୟ କରାଯାଇଚ୍ଥି ବୋଲି ଜିଲ୍ଳ୍ା ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ ସୂଚନା ଦେଇଚ୍ଥନ୍ତି ।
ତାଜା ଖବର
- ଅବକାରୀ ବିଭାଗର ଆତର୍କିତ୍ ଚଢାଉ,ବିପୁଳ ପରିମାଣର ଦେଶୀମଦ ଜବତ
- ରାମବାଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା ସଭା ଅନୁଷ୍ଠିତ
- କଳିଙ୍ଗନଗର ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କରୁଛନ୍ତି।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଧର୍ମଶାଳା ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା
- Odisha Unveils 39,382 Crore Industrial Projects, Eyes 42,500 Jobs
- ହଜିଯାଉଛି ଘରଚଟିଆ, ହଜୁଛି ପ୍ରକୃତିର ମଧୁର ସ୍ୱର
- Akshaya Mohanty: The Timeless Voice of Odisha Remembering Khoka Bhai on His Birth Anniversary
- ଅକ୍ଷୟ ମହାନ୍ତି : ଓଡ଼ିଆ ସଙ୍ଗୀତର ଅମ୍ଳାନ ମହକ ଜନ୍ମବାର୍ଷିକୀରେ ଖୋକା ଭାଇଙ୍କୁ ଶ୍ରଦ୍ଧାଞ୍ଜଳି
- ବାଲ୍ୟ ବିବାହ ରୋକିବା ସହ ବାଳିକାଙ୍କ ଅଧିକାର ସୁରକ୍ଷା ଉପରେ ଗୁରୁତ୍ୱ ଯାଜପୁରରେ ଜିଲ୍ଲାସ୍ତରୀୟ ଜୁଭେଣ୍ଟିକା ଆଉଟରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ



