ଯାଜପୁର, ୧୫/୦୭ (ସନ୍ଧାନ ନିଉଜ) : ସରକାରୀ କାର୍ଯ୍ୟରେ ଅବହେଳା କାରଣରୁ ବରୀ ବ୍ଳକର ରତଳାଙ୍ଗ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ସହଦେବ ବେହେରାଙ୍କୁ ଜିଲ୍ଳ୍ାପାଳ ରଂଜନ କୁମାର ଦାସଙ୍କ ଆଦେଶରେ କାର୍ଯ୍ୟରୁ ନିଲମ୍ୱନ କରାଯାଇଚ୍ଥି । ଓଡିଶା ପ୍ରଶାସନିକ ଆଇନ (ସି.ସି.ଏ.) ୧୯୬୨ ରୁଲ ୧୨ ଅନୁଯାୟୀ ଶ୍ରୀ ବେହେରାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ନିଲମ୍ୱନ ସମୟରେ ଜିଲ୍ଳ୍ା ପଞ୍ଚାୟତ କାର୍ଯ୍ୟାଳୟକୁ ତାଙ୍କର ହେଡକ୍ୱାର୍ଟର ଧାର୍ଯ୍ୟ କରାଯାଇଚ୍ଥି ବୋଲି ଜିଲ୍ଳ୍ା ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ ସୂଚନା ଦେଇଚ୍ଥନ୍ତି ।
ତାଜା ଖବର
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଦୀପାବଳି: ଆଲୋକର ମହୋତ୍ସବ, ଆତ୍ମଶୁଦ୍ଧିର ସଂକଳ୍ପ ଓ ମାନବତାର ଅମର ବାର୍ତ୍ତା
- ସମାଜସେବୀ ସ୍ବର୍ଗତ ଦେବଦତ୍ତ ନାୟକ ଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧ ବାର୍ଷିକୀ ପାଳିତ।
- ଜିଲ୍ଲାର ସାମଗ୍ରିକ ବିକାଶ ଓ କଲ୍ୟାଣକାରୀ ଯୋଜନାର ସମୀକ୍ଷା କଲେ ଜିଲ୍ଲା ନୋଡାଲ ଅଫିସର ଡ. ମୃଣାଳିନୀ ଦର୍ଶୱାଲ
- ଯାଜପୁର ଜିଲ୍ଳା ସାମ୍ବାଦିକ ୟୁନିଅନ( ଜେୟୁଜେ) ର ନୂତନ କର୍ମକର୍ତ୍ତା ନିର୍ବାଚିତ। ରଞ୍ଜିତ ହେଲେ ସଭାପତି, ତପନ ହେଲେ ସମ୍ପାଦକ
- ତଳସରା ଉଚ୍ଚ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- କୁଲଡ଼ା କୋଇଲା ଖଣିରେ ମର୍ମନ୍ତୁଦ ଦୁର୍ଘଟଣାରେ ଚାଳକ ମୃତ, ହାଇୱା ଓଲଟିଲା,୧୨ ଘଣ୍ଟା ପରେ ଉଠିଲା ଶବ
- ସୁନ୍ଦରଗଡ଼ରେ ଫ୍ଲାଏଆଶ୍ ଗାଡ଼ିରୁ ଟଙ୍କା ଆଦାୟକୁ ନେଇ ଗୁଳିକାଣ୍ଡ, ଜଣେ ମୃତ
- ଭଦ୍ର କାଳୀ ଓ ଭଦ୍ରକ କାଳୀ ପୂଜା କୁ ଭବ୍ୟ କରିବା ପାଇଁ ନିବେଦନ କଲେ ବିଧାୟକ



