ବନ୍ଧଡ଼ିହରେ ରାଜସ୍ବ ଶିବିର ଅଦାଲତ |

Spread the love

ଓଡ଼ିଶାର ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡ଼ିହ ଗ୍ରାମରେ ରାଜସ୍ବ ଓ ବିପର୍ଯ୍ୟସ୍ତ ପରିଚାଳନା ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ରାଜସ୍ବ ଶିବିର ଅଦାଲତ ଆଜି 05/10/2026 ରିଖ ସୋମବାର ଦିନ ବ୍ରହ୍ମବରାଦା ମଣ୍ଡଳ ବନ୍ଧଡ଼ିହ ଗ୍ରାମପଞ୍ଚାୟତ କକ୍ଷରେ ଅନୁଷ୍ଠିତ ହୋଇଯାଇଛି |ଉକ୍ତ ଶିବିରରେ ରସୁଲପୁର ତହସିଲ କାର୍ଯ୍ୟାଳୟର ଆଡ଼ିସିନାଲ ତହସିଲଦାର କୁମୁଦିନୀ ଜେନା ଯୋଗଦାନ କରି ଜନସାଧାରଣଙ୍କ ଅଭିଯୋଗ ଗୁଡ଼ିକୁ ଉତ୍ତମ ରୂପେ ଗ୍ରହଣ କରିବା ସହିତ ବିଭିନ୍ନ ଅଭିଯୋଗ ଗୁଡ଼ିକ ଶୁଣିବା ସହିତ ଶିବିର କାର୍ଯ୍ୟକ୍ରମ ତୁଲାଇ ଥିଲେ |ଶିବିରରେ ଆୟୋଜନ ହୋଇଥିବା ଅଭିଯୋଗ ଗୁଡ଼ିକ ମଧ୍ୟରେ 1.ବକେୟା ରଶ୍ୱାସ ଆଦାୟ, କଲମ -2,3.କଲମ -2 ପଟା ସଂଶୋଧନ,4.ଅଭିଯୋଗ ଶୁଣାଣି, 5.ବିଭିନ୍ନ ରାଜସ୍ବ ମାମଲାର ସମାଧାନ ଗୁଡ଼ିକ ଜନସାଧାରଣଙ୍କ ସମ୍ମୁଖରେ ଶୁଣାଣି କରାଯାଇଥିଲା |କିନ୍ତୁ ଜନସାଧାରଣଙ୍କ ପାଇଁ କୌଣସି ପାନୀୟ ଜଳ ବ୍ୟବସ୍ଥା କରାଯାଇ ନଥିବା ସ୍ଥଳେ ସରପଞ୍ଚଙ୍କ ଠାରୁ କୌଣସି ପାନୀୟ ଜଳର ସୁଭିଧା କରାଯାଇ ନଥିଲା |

Related Posts

About The Author

Add Comment