Homeଜିଲ୍ଲା ପରିକ୍ରମାସମ୍ବଲପୁରବଡ଼ପାଲ ଗ୍ରାମବାସୀ ଗ୍ରାମରେ ରାସ୍ତା ଓ ସ୍କୁଲ ପାଇଁ ଜିଲ୍ଲା ପାଲଙ୍କ ଦ୍ଵାରସ୍ତ ବଡ଼ପାଲ ଗ୍ରାମବାସୀ ଗ୍ରାମରେ ରାସ୍ତା ଓ ସ୍କୁଲ ପାଇଁ ଜିଲ୍ଲା ପାଲଙ୍କ ଦ୍ଵାରସ୍ତ Sundargada News | December 4, 2021 | Spread the love ସମ୍ବଲପୁର ତା ୦୩/୧୧/୨୦୨୧ (ସନ୍ଧାନ ନିଉଜ/ହେମନ୍ତ ଭଇଁଷା)ଯୁଜୁମୁରା ବ୍ଲକ ଅନ୍ତର୍ଗତ ଗଡ଼ଲୋଇସିଂହ ପଞ୍ଚାୟତର ବଡ଼ପାଲ ଗ୍ରାମର ଗ୍ରାମବାସୀ ମାନେ ଗ୍ରାମରେ ବଡ଼ପାଲ ଛକରୁ ଗାଁକୁ ରାସ୍ତାଟିଏ ନାହିଁ ବୋଲି ଅଭିଯୋଗ କରିବା ସହିତ ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ ଜିଲ୍ଲାପାଳ କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। Related Posts ୧୫ରେ ସମ୍ବଲପୁର ଆସିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ December 12, 2024 | Hemanta Bhainsa | ଅଧିକ ପଢନ୍ତୁ ଭୀମ ଆର୍ମିର ବନ୍ଦ ଡାକରା February 23, 2020 | Biswajit Parida | ଅଧିକ ପଢନ୍ତୁ ସୁକ୍ମାରେ ୧୭ ଯବାନ ସହିଦ March 23, 2020 | Manas Kumar Rout | ଅଧିକ ପଢନ୍ତୁ ସୁରେନ୍ଦ୍ର ସାଏ ଙ୍କ ଜନ୍ମ ପୀଠ କାର୍ଯ୍ୟ ଉନ୍ନତି ପାଇଁ ତଦାରଖ କଲେ ଜିଲ୍ଲାପାଳ December 16, 2025 | Hemanta Bhainsa | ଅଧିକ ପଢନ୍ତୁ About The Author sandhan@sundargada@news More From This Author Add Comment Cancel reply Save my name, email, and website in this browser for the next time I comment.
ସୁରେନ୍ଦ୍ର ସାଏ ଙ୍କ ଜନ୍ମ ପୀଠ କାର୍ଯ୍ୟ ଉନ୍ନତି ପାଇଁ ତଦାରଖ କଲେ ଜିଲ୍ଲାପାଳ December 16, 2025 | Hemanta Bhainsa | ଅଧିକ ପଢନ୍ତୁ