ପୁଷ୍ପଗିରି ପ୍ରେସ୍ ଫୋରମର ୧୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Spread the love

ଯାଜପୁର   : ୫ /୮/୨୬ (ସନ୍ଧାନ ନ୍ୟୁଜ)  ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ପୁଷ୍ପ ଗିରି ପ୍ରେସ୍‌ ଫୋରମର ୧୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ୧୧ ତମ ବାର୍ଷିକ ଉତ୍ସବ ଅବସରରେ ଓୟୁଜେ ଜିଲ୍ଲା ସଭାପତି ଅରୁଣ କୁମାର ରାଉତ ରାୟଙ୍କ ସହିତ ରାଜ୍ୟ ସଭାପତି ପ୍ରଶନ୍ନ କୁମାର ମହାନ୍ତି ଯୋଗ ଦେବେ ବୋଲି ଜଣାଯାଇଛି । ଗଣତନ୍ତ୍ର ଚତୁର୍ଥ ସ୍ତମ୍ବର ସଦସ୍ୟ ମାନେ ଯୋଗ ଦେବା ସହିତ କୃତିତ୍ଵ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରେସ୍‌ ଫୋରମ୍ ପକ୍ଷରୁ ସମ୍ବନ୍ଧିତ କରାଯିବ ବୋଲି ପ୍ରେସ ଫୋରମର ସଂପାଦକ ରାକେଶ ବାରିକ ସଭାପତି ଏବଂ ପ୍ରେସ ଫୋରମର ସଦସ୍ୟ ମାନେ ସୂଚନା ଦେଇଛନ୍ତି । ଆସନ୍ତା ଅଗଷ୍ଟ ୯ ତାରିଖ ରବିବାର ସକାଳ ୧୦ଟା ସମୟରେ ପୁଷ୍ପଗିରି ପ୍ରେସ୍ ଫୋରମ୍ ର ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଯାଜପୁର ଜିଲ୍ଲାର ବିଭିନ୍ନ ପ୍ରେସ୍ କ୍ଲପକୁ ନିମନ୍ତ୍ରଣ କରାଯାଇଥିବା ବେଳେ ଠିକ୍ ମସୟ ମଧ୍ୟରେ ପହଞ୍ଚିବା ସାମ୍ବାଦିକ ମାନେ ପହଞ୍ଚିବା ସାମ୍ବାଦିକ ମାନେ ପହଞ୍ଚିବା ପାଇଁ ପୁଷ୍ପ ଗିରି ପ୍ରେସ୍ ଫୋରମ୍‌ର ସଂପାଦକ ରାକେଶ କୁମାର ବାରିକ ଏବଂ ସଭାପତି ଏବଂ ପ୍ରେସ୍ ଫୋରମ୍ ର ସଦସ୍ୟ ମାନେ ନିବେଦନ କରିଛନ୍ତି । ଶ୍ରୀ ଜଗନ୍ନାଥ କଲ୍ୟାଣ ମଣ୍ଡପ ପରିଶରରେ ଅନୁଷ୍ଠିତ ହେବାକୁ ଯାଉଛି ।

Related Posts

About The Author

Add Comment