ପିଏଲ୩ଏଫଆଇ ସଦସ୍ୟ ଗିରଫ

Spread the love
ରାଉରକେଲା, ୧୬/୧୧ (ସନ୍ଧାନ ନିଉଜ) : ଏକାଧିକ ଅପରାଧୀକ ମାମଲାରେ ସଂପୃକ୍ତ ଥିବା ୩ ଜଣ ପିଏଲଏଫଆଇ ର ସଦସ୍ୟଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିବା ସୁଚନା ମିଳିଛି । ଆଜି ରାଉରକେଲାର ବିଶ୍ରା ପୁଲିସ ହତ୍ୟା.ଦାଦାବଟି ଓ ବଭିନ୍ନ ଅପରାଧୀକ ମାମଲାରେ ସଂପୃକ୍ତ ଥିବା ୩ ଜଣ ପିଏଲଏଫଆଇର ସଦସ୍ୟଙ୍କୁ ଗିରଫ କରିଥିବା ସୁଚନ ମିଳିଛି ।

Related Posts

About The Author

Add Comment