ପଦମପୁର ୧୫/୪/୨୬ (ସନ୍ଧାନ ନ୍ୟୁଜ ) ପଦମପୁର ନିକଟସ୍ଥ ବାରିକେଲା ଗ୍ରାମର ନୂଆବସ୍ତିରେ ନବନିର୍ମିତ ହନୁମାନ ମନ୍ଦିରର ପ୍ରତିଷ୍ଠା ଗତ ସୋମବାର ଦିନ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର କାର୍ଯ୍ୟକ୍ରମ ଶ୍ରୀ ପ୍ରମୋଦ କୁମାର ସାମନ୍ତରାୟ ଓ ତାଙ୍କ ପତ୍ନୀ ଶ୍ରୀମତୀ ଝରଣା ସାମନ୍ତରାୟଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଏହା ସହିତ କଳଶ ଯାତ୍ରା ଓ ପାରାୟଣ କାର୍ଯ୍ୟକ୍ରମ ମଧ୍ୟ ଭକ୍ତମାନଙ୍କ ସହଭାଗିତାରେ ସଫଳଭାବେ ଅନୁଷ୍ଠିତ ହୋଇଥିଲା। ଗ୍ରାମବାସୀଙ୍କ ମଧ୍ୟରେ ଏହାକୁ ନେଇ ଭକ୍ତି ଓ ଉତ୍ସାହର ମହଳ ଦେଖାଯାଇଥିଲା।
ପଦମପୁର ନିକଟସ୍ଥ ବାରିକେଲା ଗ୍ରାମରେ ନୂଆବସ୍ତି ହନୁମାନ ମନ୍ଦିର ପ୍ରତିଷ୍ଠା

Related Posts
ବାତ୍ୟା ପୀଡ଼ିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ସହାୟତା ଦେଲେ ଦୂତି ଚାନ୍ଦ
ସଦର ମାଟିରେ ଶିକ୍ଷାଦାନ ସେବାରେ ଆମ ଗୁରୁବର ମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ : ସଭାପତି ସ୍ତମ୍ବକାର ଇଂ. ପ୍ରକାଶ ଚନ୍ଦ୍ର
*ଓଡିଶାର ଅର୍ଥନୀତି ବିଷୟକ ୱେବିନାର୍ ଆୟୋଜିତ*; ବିବେକାନନ୍ଦ ଯୁବ ସଂସଦ ତରଫରୁ ୨୧ତମ ଇ-ପାଠ୍ୟଚକ୍ର,


