Homeଜିଲ୍ଲା ପରିକ୍ରମାକଟକଦେବୀ ନଦୀରୁ ମୃତଦେହ ଉଦ୍ଧାର , କାଠଯୋଡ଼ି ପୋଲରୁ ଡ଼େଇଁପଡ଼ିଥିବା ଦେବବ୍ରତଙ୍କ ବୋଲି ସନ୍ଦେହ ଦେବୀ ନଦୀରୁ ମୃତଦେହ ଉଦ୍ଧାର , କାଠଯୋଡ଼ି ପୋଲରୁ ଡ଼େଇଁପଡ଼ିଥିବା ଦେବବ୍ରତଙ୍କ ବୋଲି ସନ୍ଦେହ Sandhan News | October 16, 2019 | Spread the love କଟକ, ୧୬/୧୦ (ସନ୍ଧାନ ନିଉଜ) : ରାହାମା ନିକଟ ଦେବୀ ନଦୀରୁ ବୁଧବାର ଏକ ଅଚିହ୍ନା ମୃତଦେହ ମଳିଥିବା ଜଣାପଡ଼ିଛି। ଉକ୍ତ ମୃତଦେହଟି କାଠଯୋଡ଼ି ପୋଲରୁ ନଦୀରୁ ଡ଼େଇଁପଡ଼ିଥିବା ଦେବବ୍ରତଙ୍କ ମୃତଦେହ ବୋଲି ସନ୍ଦେହ କରାଯାଉଛି। ଏଯାବତ ମୃତଦେହ ଚିହ୍ନଟ ହୋଇନଥିବାରୁ ତାହା ଦେବବ୍ରତଙ୍କ ମୃତଦେହ ବୋଲି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। Related Posts ଜାତୀୟ ଶିଶୁକନ୍ୟା ସପ୍ତାହ ପାଳନ ଅବସରରେ ବୃକ୍ଷରୋପଣ January 23, 2021 | Sandhan News | ଅଧିକ ପଢନ୍ତୁ ବସୁଧା ପାଣି ଟାଙ୍କି ଅଛି ହେଲେ ଗ୍ରାମ ର ସବୁ ଅଞ୍ଚଳ କୁ ପାଣି ପହଞ୍ଚି ପାରୁନି May 23, 2024 | Hemanta Bhainsa | ଅଧିକ ପଢନ୍ତୁ ରାଜସ୍ବ ନିରୀକ୍ଷକ ଚଢ଼ଉ ବେଳେ ପଥର ଚାଲାଣ ଟ୍ରାକ୍ଟର ଜବତ February 8, 2021 | 2005lindadavis1989 | ଅଧିକ ପଢନ୍ତୁ ଶାଳ ପଟା ଜବତ,ଘଟଣାରେ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ September 15, 2020 | Santosh Rout | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ବସୁଧା ପାଣି ଟାଙ୍କି ଅଛି ହେଲେ ଗ୍ରାମ ର ସବୁ ଅଞ୍ଚଳ କୁ ପାଣି ପହଞ୍ଚି ପାରୁନି May 23, 2024 | Hemanta Bhainsa | ଅଧିକ ପଢନ୍ତୁ