Homeଜାତୀୟତେଲେଙ୍ଗାନାରେ ସଡ଼କ ଦୁର୍ଘଟଣାରେ ୧୧ ମୃତ, ୨୦ ଆହତ ତେଲେଙ୍ଗାନାରେ ସଡ଼କ ଦୁର୍ଘଟଣାରେ ୧୧ ମୃତ, ୨୦ ଆହତ Santosh Rout | May 27, 2018 | Spread the love ସିଦ୍ଦୀପେଟ/ ତେଲେଙ୍ଗାନା: (ସନ୍ଧାନ ନିୟୁଜ୍)) ଶନିବାରଦିନ ଏକ ସଡ଼କ ଦୁର୍ଘଟଣାରେ ଅତି କମରେ ୧୧ଜଣ ଲୋକଙ୍କର ଙ୍କର ମୃତ୍ୟୁ ହୋଇଛି ଏବଂ ୨୦ ରୁ ଅଧିକ ଆହତ ହୋଇଛନ୍ତି। ମରଥିବା ଲୋକମାନଙ୍କ ମଧ୍ୟରେ ୪ଡଣ ପୁରୁଷ, ୪ ଜଣ ମହିଳା ଏବଂ ୨ଜଣ ଶିଶୁ ସାମିଲ ଅଛନ୍ତି। ୬ ଜଣଙ୍କର ଅବସ୍ଥା ଗମ୍ଭୀର ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଆହତମାନଙ୍କର ଉତ୍ତମ ଚିକିତ୍ସା ଉପଲବ୍ଧ କରାଇବାପାଇଁ ଆଦେଶ ଦେଇଛନ୍ତି। Related Posts ଯମୁନା ଏକ୍ସପ୍ରେସ୍ ୱେରୁ ନାଳକୁ ଖସିଲା ବସ୍ – ୨୯ ମୃତ ୧୭ ଗୁରୁତର July 8, 2019 | Manas Kumar Rout | ଅଧିକ ପଢନ୍ତୁ ପୁରୀର ପେଣ୍ଠକଟା ଅଞ୍ଚଳ ବୁଲିଲେ ମୁଖ୍ୟମନ୍ତ୍ରୀ: ବିପନ୍ନଙ୍କ ସମସ୍ୟା ବୁଝିଲେ ଓ ରିଲିଫ ବାଣ୍ଟିଲେ May 6, 2019 | Manas Kumar Rout | ଅଧିକ ପଢନ୍ତୁ ସୁନା ଖଣି ଭୁଶୁଡିଲା, ୩୦ ଶ୍ରମିକଙ୍କ ମୃତ୍ୟୁ, ୧୫ ଆହତ January 6, 2019 | Santosh Rout | ଅଧିକ ପଢନ୍ତୁ ହାଇଦ୍ରାବାଦ: ବାଣ ଗୋଦାମରେ ନିଆଁ ଲାଗି ୧୦ମୃତ July 4, 2018 | Manas Kumar Rout | ଅଧିକ ପଢନ୍ତୁ About The Author Santosh More From This Author Add Comment Cancel reply Save my name, email, and website in this browser for the next time I comment.
ଯମୁନା ଏକ୍ସପ୍ରେସ୍ ୱେରୁ ନାଳକୁ ଖସିଲା ବସ୍ – ୨୯ ମୃତ ୧୭ ଗୁରୁତର July 8, 2019 | Manas Kumar Rout | ଅଧିକ ପଢନ୍ତୁ
ପୁରୀର ପେଣ୍ଠକଟା ଅଞ୍ଚଳ ବୁଲିଲେ ମୁଖ୍ୟମନ୍ତ୍ରୀ: ବିପନ୍ନଙ୍କ ସମସ୍ୟା ବୁଝିଲେ ଓ ରିଲିଫ ବାଣ୍ଟିଲେ May 6, 2019 | Manas Kumar Rout | ଅଧିକ ପଢନ୍ତୁ