Homeଜାତୀୟତେଲେଙ୍ଗାନାରେ ସଡ଼କ ଦୁର୍ଘଟଣାରେ ୧୧ ମୃତ, ୨୦ ଆହତ ତେଲେଙ୍ଗାନାରେ ସଡ଼କ ଦୁର୍ଘଟଣାରେ ୧୧ ମୃତ, ୨୦ ଆହତ Santosh Rout | May 27, 2018 | Spread the love ସିଦ୍ଦୀପେଟ/ ତେଲେଙ୍ଗାନା: (ସନ୍ଧାନ ନିୟୁଜ୍)) ଶନିବାରଦିନ ଏକ ସଡ଼କ ଦୁର୍ଘଟଣାରେ ଅତି କମରେ ୧୧ଜଣ ଲୋକଙ୍କର ଙ୍କର ମୃତ୍ୟୁ ହୋଇଛି ଏବଂ ୨୦ ରୁ ଅଧିକ ଆହତ ହୋଇଛନ୍ତି। ମରଥିବା ଲୋକମାନଙ୍କ ମଧ୍ୟରେ ୪ଡଣ ପୁରୁଷ, ୪ ଜଣ ମହିଳା ଏବଂ ୨ଜଣ ଶିଶୁ ସାମିଲ ଅଛନ୍ତି। ୬ ଜଣଙ୍କର ଅବସ୍ଥା ଗମ୍ଭୀର ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଆହତମାନଙ୍କର ଉତ୍ତମ ଚିକିତ୍ସା ଉପଲବ୍ଧ କରାଇବାପାଇଁ ଆଦେଶ ଦେଇଛନ୍ତି। Related Posts ହଜିଗଲା ମାନବିକତା: ଉଦ୍ଧାରକାରୀ ସାଜିଲେ ବଳାତ୍କାରୀ August 22, 2018 | Manas Kumar Rout | ଅଧିକ ପଢନ୍ତୁ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ January 30, 2020 | Manas Kumar Rout | ଅଧିକ ପଢନ୍ତୁ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଚ୍ଥତା ମାସର କାର୍ଯ୍ୟକ୍ରମ ଲୋକାର୍ପିତ । October 2, 2021 | Sandhan News | ଅଧିକ ପଢନ୍ତୁ ଥାଇରଏଡ୍ କ୍ୟାନ୍ସର, ତୁରନ୍ତ ଚିହ୍ନଟ ହୋଇପାରିଲେ ଚିକିତ୍ସା ସାଧ୍ୟ October 1, 2019 | Manas Kumar Rout | ଅଧିକ ପଢନ୍ତୁ About The Author Santosh More From This Author Add Comment Cancel reply Save my name, email, and website in this browser for the next time I comment.
ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଚ୍ଥତା ମାସର କାର୍ଯ୍ୟକ୍ରମ ଲୋକାର୍ପିତ । October 2, 2021 | Sandhan News | ଅଧିକ ପଢନ୍ତୁ
ଥାଇରଏଡ୍ କ୍ୟାନ୍ସର, ତୁରନ୍ତ ଚିହ୍ନଟ ହୋଇପାରିଲେ ଚିକିତ୍ସା ସାଧ୍ୟ October 1, 2019 | Manas Kumar Rout | ଅଧିକ ପଢନ୍ତୁ