Homeଜାତୀୟତେଲେଙ୍ଗାନାରେ ସଡ଼କ ଦୁର୍ଘଟଣାରେ ୧୧ ମୃତ, ୨୦ ଆହତ ତେଲେଙ୍ଗାନାରେ ସଡ଼କ ଦୁର୍ଘଟଣାରେ ୧୧ ମୃତ, ୨୦ ଆହତ Santosh Rout | May 27, 2018 | Spread the love ସିଦ୍ଦୀପେଟ/ ତେଲେଙ୍ଗାନା: (ସନ୍ଧାନ ନିୟୁଜ୍)) ଶନିବାରଦିନ ଏକ ସଡ଼କ ଦୁର୍ଘଟଣାରେ ଅତି କମରେ ୧୧ଜଣ ଲୋକଙ୍କର ଙ୍କର ମୃତ୍ୟୁ ହୋଇଛି ଏବଂ ୨୦ ରୁ ଅଧିକ ଆହତ ହୋଇଛନ୍ତି। ମରଥିବା ଲୋକମାନଙ୍କ ମଧ୍ୟରେ ୪ଡଣ ପୁରୁଷ, ୪ ଜଣ ମହିଳା ଏବଂ ୨ଜଣ ଶିଶୁ ସାମିଲ ଅଛନ୍ତି। ୬ ଜଣଙ୍କର ଅବସ୍ଥା ଗମ୍ଭୀର ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଆହତମାନଙ୍କର ଉତ୍ତମ ଚିକିତ୍ସା ଉପଲବ୍ଧ କରାଇବାପାଇଁ ଆଦେଶ ଦେଇଛନ୍ତି। Related Posts କୂଟନୈତିକ ଓ ବାଣିଜ୍ୟିକ ସଂପର୍କ ଛିନ୍ନ କଲା ପାକିସ୍ତାନ August 7, 2019 | Sandhan News | ଅଧିକ ପଢନ୍ତୁ ଅଭିନେତାରୁ ଲସ୍କର ଆତଙ୍କବାଦୀ ପାଲଟିଥିବା ବିଲାଲ୍ ଓଡ଼ିଶା ଆସି ନାଟକରେ ଅଭିନୟ କରିଥିଲେ ! December 13, 2018 | Santosh Rout | ଅଧିକ ପଢନ୍ତୁ ଜେ ପି ନଡ୍ଡା ହେଲେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ June 17, 2019 | Sandhan News | ଅଧିକ ପଢନ୍ତୁ ଜୁନିଅର ହକି ବିଶ୍ୱକପ୍: ବିଜୟ ଅଭିଯାନ ଆରମ୍ଭ କଲା ବେଲଜିୟମ୍ November 25, 2021 | Sandhan News | ଅଧିକ ପଢନ୍ତୁ About The Author Santosh More From This Author Add Comment Cancel reply Save my name, email, and website in this browser for the next time I comment.
ଅଭିନେତାରୁ ଲସ୍କର ଆତଙ୍କବାଦୀ ପାଲଟିଥିବା ବିଲାଲ୍ ଓଡ଼ିଶା ଆସି ନାଟକରେ ଅଭିନୟ କରିଥିଲେ ! December 13, 2018 | Santosh Rout | ଅଧିକ ପଢନ୍ତୁ