Homeଅପରାଧଜାମ୍ମୁ ବସ୍ ଷ୍ଟାଣ୍ଡରୁ ୧୫ କେଜିର ବିସ୍ଫୋରକ ଜବତ ଜାମ୍ମୁ ବସ୍ ଷ୍ଟାଣ୍ଡରୁ ୧୫ କେଜିର ବିସ୍ଫୋରକ ଜବତ Biswajit Parida | October 1, 2019 | Spread the love ନୂଆଦିଲ୍ଲୀ,୦୧/୧୦ (ସନ୍ଧାନ ନିଉଜ),:ଧାରା ୩୭୦ ଉଚ୍ଛେଦ ପରେ ଭାରତରେ ଆତଙ୍କବାଦୀ ହମଲା ହେବା ନେଇ ଆଶଙ୍କା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା କଡ଼ାକଡ଼ି ମଧ୍ୟ କରାଯାଇଛି । ତଥାପି ପାକ୍ ଆତଙ୍କବାଦୀ ସଂଗଠନ ଭାରତକୁ ଅନୁପ୍ରବେଶ କରିବାକୁ ଉଦ୍ୟମ ଜାରି ରଖିଛି ସେହିଭଳି ଆଜି ଜାମ୍ମୁ ବସ୍ ଷ୍ଟାଣ୍ଡରୁ ୧୫ କେଜିର ବିସ୍ଫୋଟକ ଜବତ କରିଛି ଭାରତୀୟ ସେନା । ଏକ ବଡ଼ ଆତଙ୍କବାଦୀ ହମଲା ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇଛି । ବସ୍ଷ୍ଟାଣ୍ଡରୁ ଏକ ବସରେ ବ୍ୟାଗ୍ ଭିତରେ ୧୫ କେଜିର ବିସ୍ଫୋଟକ ମିଳିଥିବା ବେଳେ ବସ୍ କଣ୍ଡକ୍ଟର ଏହି ବିସ୍ଫୋଟକ ସ୍ଥାନାନ୍ତର ପାଇଁ କାହାଠୁ ଟଙ୍କା ନେଇଥିବା ଜଣାପଡ଼ିଛି । ତେବେ କଠୁଆର ବିଲାବରରେ ବସ୍ କଣ୍ଡକ୍ଟରକୁ ଏହି ବ୍ୟାଗ ଦିଆଯାଇଥିବା ସୂଚନା ମିଳିଛି । Related Posts ରାସ୍ତାରେ ସମସ୍ତ ମାଲବାହୀ ଗାଡି ଗୁଡିକ ବିନା ବାଧାରେ ଚଳପ୍ରଚଳ କରିପାରିବ; ଓଡିଶା ପୁଲିସ March 26, 2020 | Manas Kumar Rout | ଅଧିକ ପଢନ୍ତୁ ଆମ୍ବୁଲାନ୍ସ-ଟ୍ରକ୍ ମୁହାଁମୁହିଁ ଧକ୍କା, ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର May 18, 2021 | Sandhan News | ଅଧିକ ପଢନ୍ତୁ ବେଗୁନିଆ ବିଧାୟକଙ୍କ ଗିରଫ ଦାବି: ଥାନାରେ ଭଙ୍ଗାରୁଜା January 24, 2019 | Manas Kumar Rout | ଅଧିକ ପଢନ୍ତୁ ନୂଆବର୍ଷ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି, ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ December 27, 2025 | Manas Kumar Rout | ଅଧିକ ପଢନ୍ତୁ About The Author Biswajit More From This Author Add Comment Cancel reply Save my name, email, and website in this browser for the next time I comment.
ରାସ୍ତାରେ ସମସ୍ତ ମାଲବାହୀ ଗାଡି ଗୁଡିକ ବିନା ବାଧାରେ ଚଳପ୍ରଚଳ କରିପାରିବ; ଓଡିଶା ପୁଲିସ March 26, 2020 | Manas Kumar Rout | ଅଧିକ ପଢନ୍ତୁ
ଆମ୍ବୁଲାନ୍ସ-ଟ୍ରକ୍ ମୁହାଁମୁହିଁ ଧକ୍କା, ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର May 18, 2021 | Sandhan News | ଅଧିକ ପଢନ୍ତୁ
ନୂଆବର୍ଷ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି, ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ December 27, 2025 | Manas Kumar Rout | ଅଧିକ ପଢନ୍ତୁ