Homeଜିଲ୍ଲା ପରିକ୍ରମାମୟୁରଭଞ୍ଜଗଣଦୁଷ୍କର୍ମର ଶିକାର ହେଲେ ମହିଳା ଗଣଦୁଷ୍କର୍ମର ଶିକାର ହେଲେ ମହିଳା Manas Kumar Rout | January 9, 2021 | Spread the love ମୟୁରଭଞ୍ଜ, 09/01.(ସନ୍ଧାନ ନ୍ୟୁଜ) ଗଣଦୁଷ୍କର୍ମର ଶିକାର ହେଲେ ମହିଳା। ଏପରି ଲଜ୍ଜାଜନକ ଘଟଣାଘଟିଛି ବାରିପଦା ଟାଉନଥାନା ଅଧୀନରେ। ମିଳୁଥିବା ସୂଚନା ଅନୁଯାୟୀ ମହିଳା ଜଣକ ବାରିପଦା ସଦରଥାନା ଅଂଚଳର। ସେ ପ୍ରତେକ ଦିନ କାମ କରିବା ପାଇଁ ବାରିପଦା ଆସିଥାନ୍ତି । ତେବେ ଗତକାଲି ଚାରିଜଣ ଦୁର୍ବୁର୍ତ୍ତ ଏକ ଟାଟାଏସି ଗାଡ଼ିରେ ମହିଳାଙ୍କୁ ନେଇ ଦୁଷ୍କର୍ମ କରିଥିଲେ। ତେବେ ଗଣଦୁଷ୍କର୍ମର ଶିକାର ହୋଇ ପିଡିତା ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଟାଉନଥାନା ପୋଲିସ 04 ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଏନେଇ ଥାନାରେ 28/21 ନଂରେ ଏକ ମାମଲା ରଜ୍ଜୁ କରାଯାଇ ତଦନ୍ତ ଜାରୀରହିଛି। Related Posts ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ମୂଲ୍ୟାୟନ କେନ୍ଦ୍ର ଖୋଲିଲା January 30, 2024 | Hemanta Bhainsa | ଅଧିକ ପଢନ୍ତୁ ୨୦୨୦ ପଦ୍ମ ପୁରସ୍କାର ପାଇଁ ୧୫ ସେପ୍ଟେମ୍ବର, ୨୦୧୯ ପର୍ଯ୍ୟନ୍ତ ନାମାଙ୍କନ ଗ୍ରହଣ କରାଯିବ July 4, 2019 | Manas Kumar Rout | ଅଧିକ ପଢନ୍ତୁ ଏଠି ସବୁ କିଛି ଅପହଞ୍ଚ September 3, 2020 | Santosh Rout | ଅଧିକ ପଢନ୍ତୁ ଗୋଲାପ ଫୁଲର ଚାଷ December 26, 2020 | 2005lindadavis1989 | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ମୂଲ୍ୟାୟନ କେନ୍ଦ୍ର ଖୋଲିଲା January 30, 2024 | Hemanta Bhainsa | ଅଧିକ ପଢନ୍ତୁ
୨୦୨୦ ପଦ୍ମ ପୁରସ୍କାର ପାଇଁ ୧୫ ସେପ୍ଟେମ୍ବର, ୨୦୧୯ ପର୍ଯ୍ୟନ୍ତ ନାମାଙ୍କନ ଗ୍ରହଣ କରାଯିବ July 4, 2019 | Manas Kumar Rout | ଅଧିକ ପଢନ୍ତୁ