Homeଜିଲ୍ଲା ପରିକ୍ରମାମୟୁରଭଞ୍ଜଗଣଦୁଷ୍କର୍ମର ଶିକାର ହେଲେ ମହିଳା ଗଣଦୁଷ୍କର୍ମର ଶିକାର ହେଲେ ମହିଳା Manas Kumar Rout | January 9, 2021 | Spread the love ମୟୁରଭଞ୍ଜ, 09/01.(ସନ୍ଧାନ ନ୍ୟୁଜ) ଗଣଦୁଷ୍କର୍ମର ଶିକାର ହେଲେ ମହିଳା। ଏପରି ଲଜ୍ଜାଜନକ ଘଟଣାଘଟିଛି ବାରିପଦା ଟାଉନଥାନା ଅଧୀନରେ। ମିଳୁଥିବା ସୂଚନା ଅନୁଯାୟୀ ମହିଳା ଜଣକ ବାରିପଦା ସଦରଥାନା ଅଂଚଳର। ସେ ପ୍ରତେକ ଦିନ କାମ କରିବା ପାଇଁ ବାରିପଦା ଆସିଥାନ୍ତି । ତେବେ ଗତକାଲି ଚାରିଜଣ ଦୁର୍ବୁର୍ତ୍ତ ଏକ ଟାଟାଏସି ଗାଡ଼ିରେ ମହିଳାଙ୍କୁ ନେଇ ଦୁଷ୍କର୍ମ କରିଥିଲେ। ତେବେ ଗଣଦୁଷ୍କର୍ମର ଶିକାର ହୋଇ ପିଡିତା ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଟାଉନଥାନା ପୋଲିସ 04 ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଏନେଇ ଥାନାରେ 28/21 ନଂରେ ଏକ ମାମଲା ରଜ୍ଜୁ କରାଯାଇ ତଦନ୍ତ ଜାରୀରହିଛି। Related Posts ୫୩ ନମ୍ବର ଜାତୀୟ ରାଜପଥ ଡିସେମ୍ବର ୩ରେ ବନ୍ଦ ହେବାକୁ ନେଇ ପ୍ରଶାସନକୁ ଭେଟିଲା ସଚେତନ ନାଗରିକ ମଞ୍ଚ November 19, 2019 | Sandhan News | ଅଧିକ ପଢନ୍ତୁ ପ୍ରବାସୀ ଶ୍ରମିକଙ୍କ ବସ ଦୁର୍ଘଟଣାଗ୍ରସ୍ତ May 19, 2020 | Manas Kumar Rout | ଅଧିକ ପଢନ୍ତୁ ନୂଆ ବରଷ-୨୦୨୩ December 30, 2022 | Manas Kumar Rout | ଅଧିକ ପଢନ୍ତୁ ମା ଲକ୍ଷ୍ମୀ ପୂଜା ଦ୍ୱାରା ସଂସ୍କୃତି ,ପରମ୍ପରା ଓ ଚଳଣୀ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ October 28, 2018 | Manas Kumar Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
୫୩ ନମ୍ବର ଜାତୀୟ ରାଜପଥ ଡିସେମ୍ବର ୩ରେ ବନ୍ଦ ହେବାକୁ ନେଇ ପ୍ରଶାସନକୁ ଭେଟିଲା ସଚେତନ ନାଗରିକ ମଞ୍ଚ November 19, 2019 | Sandhan News | ଅଧିକ ପଢନ୍ତୁ
ମା ଲକ୍ଷ୍ମୀ ପୂଜା ଦ୍ୱାରା ସଂସ୍କୃତି ,ପରମ୍ପରା ଓ ଚଳଣୀ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ October 28, 2018 | Manas Kumar Rout | ଅଧିକ ପଢନ୍ତୁ